ସମ୍ପର୍କର ଅସୁବିଧା ପାଇଁ ପ୍ରଥମେ କ୍ଷମା ମାଗି ନେବାରେ କିଛି ଅସୁବିଧା ନାହିଁ – ନିଜ ମନ ହାଲୁକା ହେଇଯିବ – ପରେ ମତାନ୍ତରର କାରଣ ଉପରେ କଥାବାର୍ତ୍ତା କରି...
ତା ଭିତର ଦେଇ ଧୁଆଁଳିଆ ଲୁହର ବାମ୍ଫରେ ବତୁରା ମୋ ମନ ନିରବ ନିଶ୍ଚଳ ପଡିରହେ - ମୁର୍ଦ୍ଦାରର ଇଚ୍ଛା ପରି
ମଜା ଲାଗେ ହାରିବାକୁ କୁଆଁରୀ ପଣିଆ ଅପହଞ୍ଚ ଖରାବେଳେ ଅବା ରାତି ଥାଇ ନିଦ ଭାଙ୍ଗିଗଲେ ସକାଳର ଅଳସ ଶେଯରେ ମନେହୁଏ ଯାହା ସବୁ କବିର କବିତା ପରେ ପରେ...
ଯେଣୁ ହଜିଗଲେ ଥରେ ଆଉ ମିଳେ ନାହିଁ ଆର ଜନମରେ ଏ ଜୀବନ ଜୀଇଁ ହୁଏ ନାହିଁ !
ଆପଣଙ୍କ ମତାମତ