ପକ୍ଷୀ ବଞ୍ଚେ ନିଜେ ନିଜେ, - ନିଶ୍ଵାସ ନିଏ କୋଳି ସାଉଁଟେ ମନକୁ ମନ ଗୀତ ଗାଏ
ଏବେ ତମେ ବାହାରିଛ, ଯିବ ବୋଲି, ମୋତେ ଛାଡ଼ିଦେଇ ଏକାଏକା, ଆମ ରାସ୍ତାରେ, ମୁଁ ଏକାକୀ ଚାଲିବି ବୋଲି, ମୋ ସହମତି ପାଇଁ ମୋତେ ଅନେଇଛ !
ଜୋଛନାରେ ଜଳି, ତମ ମୁଁହ ଭାସୁଥାଏ ସମୁଦ୍ରରେ, ଚିକିଚିକି ଅସଂଖ୍ୟ ଜ୍ୟୋତିରେ ସେଇମିତି ସବୁ ପୂର୍ଣ୍ଣିମାରେ
ତମେ ମୋ ପାଇଁ ଜଳିପୋଡ଼ି ପାଉଁଶ ହେଇ ଯାଅନା !!
ତୁ, ତ ଚିହ୍ନିଥିବୁ ପ୍ରତି ଇଞ୍ଚ ଦେଖିବାଟା କଣ ବାକି ଥାଏ ଚିହ୍ନିବାରୁ ପରା ଆରମ୍ଭ ହୁଏ ଲୋ ଚଉଠି
ମୁଁ ଜହ୍ନ ପରି ଜର୍ଜରିତ କଇଁର ପ୍ରେମରେ ସଜେଇ ହେଇ ଯିଏ ଅପେକ୍ଷା କରେ ସାରା ରାତି ମୋ ପାଇଁ ବିନା ଇସାରାରେ
ଢଳ ଢଳ ଆଖିରେ ତମର ଲୁହ ଲୁଚେଇବାର ଚେଷ୍ଟା ମନେ ପଡ଼େ
ଝରିଯିବା ତ ନିୟତି । ନିୟତିକୁ ଟାଳି ନ ପାରିବାର ଅସହାୟତା ବି ଆପଣେଇ ପାରେନି, ବୁଝେଇ ପାରେନି ଏ ଭୟକୁ । ସବୁ କିଛି ଅଟକି ଯାଆନ୍ତା କି,...
ହସୁଛି ଫେଁ'କିନା, ଝରଝର କାନ୍ଦି ପକଉଚି କଥାଟେ କହିବା ଲାଗି, କେତେ ଫୁଲେଇ ହେଉଚି
ତମେ କେମିତି ତାକୁ ଅଟକେଇ ଉଭାନ କରିଦିଅ, ଚଳୁ କରିଦିଅ
ଆପଣଙ୍କ ମତାମତ