ସବୁ ନ ହେଲେ ବି ଅଧିକାଂଶ ଆତ୍ମହତ୍ୟାର ପ୍ରତିରୋଧ ସମ୍ଭବ । ଏହା ଏକ ପ୍ରକ୍ରିୟା, କୋଣସି କାରଣରୁ ଆରମ୍ଭ ହୋଇ ଧୀରେ ଧୀରେ - “ମୃତ୍ୟୁ ବିଷୟରେ ଚିନ୍ତା,...
ମୋର ସବୁ ଆବରଣ ପରସ୍ତ ପରସ୍ତ ରଙ୍ଗ ହଜିଗଲା ସେଠି ତମ ଭରସାର ଆଶ୍ୱସ୍ତିରେ
ଆଉ ଟିକେ ଗଭୀର ହେଲେ ରାତି ଭାରୀ ଲୋଭନୀୟ ହାତ ଠାରି ଡାକେ – ‘ଆ, ମିଶି ଯା ମୋ ଭିତରେ’ ଏଠି କିଛି ଭେଦାଭେଦ ନାହିଁ ଉଚ୍ଚ ନୀଚ...
ଆମେ ଖାଲି ବଞ୍ଚୁଥିବା ଦିନରେ ଦିନରେ, ବର୍ଷ ବର୍ଷ ଶୁଭ୍ର କେଶ, ଲୋଳିତ ଚର୍ମରେ ଯଷ୍ଟି ଆଉ ସାହାରା ପର୍ଯ୍ୟନ୍ତ ।
ଜାୟାର ବାହୁ ପାଶରୁ ମୁକୁଳି ନିଶ୍ୱାସ ଫେରେଇବା ପାଇଁ ଅନ୍ଧାରରେ ଖୋଜୁଥିବି ତମ ନିରୀହ ଆଖି ଦୁଇଟି
କୋଭିଡ-୧୯ ସମୟରେ ଯଥା ସମ୍ଭବ ସତର୍କ ରହି, ନିଜ ସ୍ୱାସ୍ଥ୍ୟକୁ ଜଗି, ନିଜ ସାମାଜିକ ବ୍ୟବହାରରେ ଆବଶ୍ୟକ ହେଉଥିବା ପରିବର୍ତ୍ତନ ଆଣି, ଆପଣ ଏ ମହାମାରୀରେ ସୁରକ୍ଷିତ ରହି ପାରିବେ...
ତମେ ତାକୁ ହତାଦର କର ବୋଲି ତା ଦୁଃଖ- ମୋ ଦୁଃଖ ଯୋଡ଼ି ହେଇ ଭିଜିଯାଏ ଦୀପର ସଳିତା ।
ଲାଗୁଛି ତମେ ଉଭେଇ ଯାଉଛ ସମୁଦ୍ର ଭିତରେ, ଭଟ୍ଟା ପରି ନୀରବରେ ।
ଅନ୍ୟର ଅସୁବିଧା କଥା ଶୁଣିଲେ ଲୋକେ ସାଧାରଣତଃ ସାହାଯ୍ୟ କରିବାକୁ ଉପାୟ ବତାନ୍ତି; ଓ ଏମିତି ଯିଏ ଯାହା କହିଲା ସେ ଉପାୟ ବି ଲୋକେ କରନ୍ତି ।
ତମ ପାଇଁ ମୋର ସବୁ ସ୍ୱପ୍ନ, ଅସୁମାର ଆଶାସବୁର ମରୀଚିକାକୁ ଜୁଇରେ ଜଳେଇ ମୁଁ ଏବେ ଅତୀତକୁ କବର ଦେଇଛି
ଆପଣଙ୍କ ମତାମତ