ଶୁଭ ମନାସଇ କେତେ, ମୁଁ ମାଟିର ମଣିଷ ଟିଏ ବାସ୍ନା ଆସିଲେ ମାଟିର ପିଠିରୁ ମୁଁ ସ୍ୱପ୍ନ ବିଭୋର ହୁଏ,
ମଳୟରୁ ଭାସିଆସେ ଚନ୍ଦନର ବାସ୍ନା ବାସନାର ପଟୁଆର ସାଜେ
ନିଷ୍ଠୁର ସମୟ ନିହାଣ ପରଶେ ଭଗ୍ନ ସେ ସ୍ମୃତି ରାଜି ହେଲେ........ ସେଇ ଶିଳା ଅଛି ଆଉ ଅଛ ତୁମେ ଶିଳ୍ପୀ ଯାଇଛି ହଜି।।
ଆପଣଙ୍କ ମତାମତ