ଦୁର୍ଯ୍ୟୋଗର ଦୁରାଶାକୁ ବୋଳି ଦେଇ ସୁଯୋଗର ସଜ୍ଜଳତାକୁ ସୂଚାଏ କେହି ସଂଯୋଗ କରିବାକୁ ମଣିଷ ସହ ମଣିଷର ତତ୍ପର ହେଉଥାଏ ସଦା ନିୟତିର ଇଙ୍ଗିତରେ !
କର୍ମକ୍ଳାନ୍ତ ଦିବସର ଶେଷ ପ୍ରହରରେ ଶାନ୍ତିର ସନ୍ଧାନରେ ଅବା ଆଶ୍ରୟର ଅନ୍ୱେଷଣରେ ସମାହିତ ସେଇ ବିହଙ୍ଗଦଳ ଏକତାର ମନ୍ତ୍ର ଗାଇ ଜଗାଇ ଦିଅନ୍ତି ମୋତେ, ସ୍ମରଣ କରାଇ ଦେଇ ବିଶ୍ୱ...
ଅପଯଶ ଅକାରଣେ ଢାଙ୍କି ଦିଏ କାହିଁକି ମୋ ମନକୁ ଅଯଥାରେ ନିନ୍ଦା କାହିଁ ଘାରି ଦିଏ ଏ ଶରୀରକୁ ।
ସପନ ନଉକାରେ ବସି ସରଗକୁ ଛୁଇଁବାକୁ ଚେଷ୍ଟା କର ସପନର ରଙ୍ଗ ନେଇ ମରତକୁ ରଙ୍ଗାୟିତ କର ।
ସମୁଦ୍ରର ପରି ସ୍ୱାଧୀନତା ଆବଶ୍ୟକ ବ୍ୟକ୍ତ କରିବାକୁ ମହତ ଚେତନା ଏ ଜଗତ ବକ୍ଷରେ,
ଜୀବନ- ବ୍ୟଥାର ଅନ୍ୟ ଏକ ନାମ ବେଦନାର ଭିନ୍ନ ଆସ୍ୱାଦନ ବନ୍ଧନର ବିରାଟ ସପନ ବ୍ୟାଧିଗ୍ରସ୍ତ ଯିଏ ନିଜ ପ୍ରତିଟି ଅଙ୍ଗରେ
ଆପଣଙ୍କ ମତାମତ