କେରାଏ ଦୁବପରି ଚେନାଏ ବିଶ୍ୱାସ ନେଇ କଅଁଳ ଛନଛନ ହୋଇ ବଦଳୁଚି ନାରୀର ଭାଗ୍ୟ ।
ନାହିଁରେ ନାହିଁ ଓଡ଼ିଶା ପରି ରାଇଜ କାହିଁ ନାହିଁ ଏଇ ରାଇଜ ମହକ ଯାଏ ସବୁରି ମନ ଛୁଇଁ ।
ଯଦି ନାରୀଟିଏ ସଚେତନ ହେବ ତେବେ ତା’ର ସନ୍ତାନ ଯେତେ ଊର୍ଦ୍ଧ୍ଵକୁ ଉଠିଲେ ମଧ୍ୟ ତା’ର ପାଦ ଦୁଇଟି ମାଟିର ଧରାତଳ ଉପରେ ଦୃଢ଼ ଭାବରେ ଦଣ୍ଡାୟମାନ ହୋଇ ରହିବ...
ନାହିଁ ତୋଟାମାଳ କିଆ ଗୋହିରୀ ଲୋକ ନାହିଁ ନଦୀ କୁଳୁ ସ୍ୱନ ବାଉଁଶ ବଣରୁ ଶୁଭୁନାହିଁ ଆଉ କୁଆ କୋଇଲୀ ଗୁଞ୍ଜନ ଗାଁ ଚଉପାଢ଼ୀ ପଡ଼ିଅଛି ଖାଲି ଜୀବନ ଯୁଦ୍ଧରେ...
କେତେ ଶତୃ କେତେ ବାଧା ସାମନା କରିଛି ଯଦି ପଳାୟନ ପନ୍ଥି ହୋଇ ଯାଇଛନ୍ତି ଫେରି ସତ୍ୟନିଷ୍ଠା ଏକାଗ୍ରତା ପରିଶ୍ରମ ଶ୍ରଦ୍ଧା ମୋର ମୋ ଚାଲିବା ପଥେ ଚାଲିଛନ୍ତି ହାତ...
ମୁଁ ପ୍ରତୀକ୍ଷା କରୁନି ଆଉ ଏବେ ସକାଳ ବା ସନ୍ଧ୍ୟାକୁ ଜହ୍ନ କି ଆକାଶକୁ ସୁଖ କି ଦୁଃଖକୁ ସାହାଚର୍ଯ୍ୟା ବା ନିଃସଙ୍ଗତାକୁ ଫୁଲ କି ଫଗୁଣକୁ ।
ଏତେ ସବୁ ଦାୟୀତ୍ୱ ତୁଲାଇବାରେ ବାଜି ଲାଗିଲା ଜୀବନ ସାରା ବୟସ ଦେହଳୀରେ ଅଳନ୍ଧୁ ବାନ୍ଧିଲା ସମୟ ଇଚ୍ଛାର ବୁଢ଼ୀଆଣୀ ଜାଲରେ ଛନ୍ଦି ହେଲା ସ୍ୱପ୍ନ ଓ ସମ୍ଭାବନା, ତେବେ,...
ଦୁଃଖ ଅଛି ବୋଲି ତ ସ୍ୱପ୍ନ ଲୁଚକାଳୀ ଖେଳୁଛି, ଦୁଃଖ ଅଛି ବୋଲି ତ
କବିତାକୁ ଭେଟିବାକୁ ନିର୍ଦ୍ଦିଷ୍ଟ ସମୟର କ'ଣ ଦରକାର ? କବିତା ତ ବିଛେଇଛି ତା'ର କୋମଳ ପଣତ ଭୂମିରୁ ଭୂମା ପର୍ଯ୍ୟନ୍ତ ।
ତୁ କି ଜାଣିନାହୁଁ ଫଗୁଣ ଲୋ ସତେ ତୋ ଛୁଆଁର ମିଠା ଦାଗ ତରୁତୃଣ ଜୀବ ପୁଲକିତ ହୋଇ ହେଉଥାନ୍ତି ମୋହ ଭଙ୍ଗ ଏ ବେଳେ ନିଆଁରେ ଘିଅ ଦେଲା...
ଆପଣଙ୍କ ମତାମତ