ହାତୀ ଦେବି, ଘୋଡ଼ା ଦେବି ସୁନାନାକି ବୋହୂ ଦେବି ଧନ, ଜନ, ଗୋପଲକ୍ଷ୍ମୀ କେତେ ଫୁଲ କେତେ ଯେ ମହକ ସବୁ ସୁଖ, ପ୍ରଚୁର ଐଶ୍ୱର୍ଯ୍ୟ ।
କ୍ଷେତରୁ କ୍ଷେତ ଆଉ ଗାଆଁ ଠୁ ଗୋହିରୀ ସାଧବବୋହୂର ଧୂଳିଘର ସୋରିଷ କିଆରି ପାଟ, ନଇଁ ଆସେ ତା' ଉପରେ ହଜିଲା ଅତୀତ ।
ସୁନାହାତୀ, ହଂସୁଲି ଶେଯରେ ବସିଛି ସେ ବାଟ ଚାହିଁ ଆସ୍ତେ ନେବ କୋଳ କରି ତା' ହାତର ଶୀତଳ ସ୍ପର୍ଶରେ ଶୋଇଯିବି ମୁଁ ତା' ଛାତିରେ ମୁଣ୍ଡ ଗୁଞ୍ଜି ଖୁବ୍...
ବାଦଲ ଫାଙ୍କରେ ଝରା ଦିଗ୍ବଳୟ ନିର୍ବିକାର ଶାମୁକାର ବିଚିତ୍ର ସଡ଼କ ନକ୍ସା ଆଖିରେ ଅଙ୍କିତ
ସ୍ୱପ୍ନ ଦେଖୁଚି ମୁଁ ମଲାମାଟି-ମୃତ୍ୟୁର ଆକାଶ ମୋ ଦେହରେ ଯକ୍ଷ୍ମାକୀଟ ମୃତ୍ୟୁ ଆସେ ପାଟି ମେଲି ଫିଟି ପଡ଼େ ପାଞ୍ଚାଳିର କେଶ ।
ପାହାଡ଼ କି କଥା କହେ । ଗୀତ ଗାଏ ପରଖେ ମନକୁ ପାହାଡ଼ କି ଦୁଃଖ ଶୁଣେ ।
ମାଟି ଆମ ମାଆ ମେଘୁଆ ଆକାଶ ନିଗିଡ଼ି ଯିବକି ସବୁତକ ଲୁହ ଖୋଜୁଛି ସେ ରାହା ।
ଅଚାନକ ଉଭେଇ ଗଲା ତୁ ଆସିଲୁ ଛିଡ଼ାଇଲୁ ତା' କଅଁଳ ଡେଣାକୁ, ନିଷିଦ୍ଧ ଇଲାକା ଡେଇଁ
ଆପଣଙ୍କ ମତାମତ