ମୋତେ ବିଶ୍ୱାସ କର, ମୁଁ ତୁମ ସହିତ ପ୍ରତାରଣା ବା ଛଳନା କରୁନାହି । ମୁଁ ତୁମକୁ ଭଲପାଏ । ଖୁବ୍ ଭଲପାଏ । ମୁଁ ତୁମକୁ ବିବାହ କରିବାକୁ...
ସେ ମମତାଙ୍କ ଖୁବ୍ ପାଖକୁ ଚାଲି ଆସିଲେ ଏବଂ ତାଙ୍କ କଟି ଦେଶରେ ଦୁଇବାହୁ ଜଡ଼ାଇ ଦେଲେ । ତାଙ୍କ କାନ ପାଖକୁ ମୁହଁ ନେଇ ଚୁପି, ଚୁପି କହିଲେ,...
ଆଉ ମମତାଙ୍କ ଖୋଜିଲା, ଖୋଜିଲା ଆଖି ବିକ୍ରମଙ୍କ ପଥକୁ ଚାହିଁ ରହିଲା ନାହିଁ କି କମ୍ପାଟମେଣ୍ଟ ଭିତରେ ବିକ୍ରମଙ୍କୁ ଦେଖିଲେ ଓଠରେ ମଧୁର ହସ ଖେଳିଲା ନାହିଁ ।
ମୁଁ ଜାଣିଥୁଲି ତୁ ନିଶ୍ଚୟ ଆସିବୁ । ଏ ଟେଲିଗ୍ରାମ୍ଟା ମୁଁ ହିଁ କରିଥୁଲି !
ଆପଣଙ୍କ ମତାମତ