କୋଣାର୍କର ରଥ ଚକ୍ରର ଖସଡ଼ାରେ ଖସିବାଟ ନିଶ୍ଚିତ ଯେପରି,
ନା ଆଗକୁ ଯିବାକୁ ଦେବ ନା ପଛକୁ କି ଫେରି ହବ ସମୟକୁ ଖାଲି ଡରି ଡରି ପରା ବଞ୍ଚିବାକୁ ତତେ ହେବ !
ବରଷକେ ଥରେ ପଡ଼ିଥାଏ ଯୋଗ ପାପ ନାସିବାର ପାଇଁରେ ଥରେ ବୁଡ଼ ଦେଲେ ବୈତରଣୀ ତୀରେ ପାପ ଯିବ ତୋର ଧୋଇରେ !!
ଆଖି ଫୁଟିଲାଣି ବୋଉ ମୋ କହୁଛି ବାଟକୁ ସେ ଅଛି ଚାହିଁ । କରଜ ଶୁଝିବା ଆଶାରେ ପଡ଼ିଛି ଘରକୁ ଯେ ଫେରୁ ନାହିଁ ॥
ଆପଣଙ୍କ ମତାମତ