ତୁମ ଆଖିରୁ ଡେଇଁବାକୁ ଉଦ୍ୟତ ଥିବା ପ୍ରେମ ମୋ ଛାତିରେ ପଡ଼ିଲା ତ ଭଲ, ନହେଲେ ବିକଳାଙ୍ଗ ହେବା ସୁନିଶ୍ଚିତ ।
ଯେଉଁ କନ୍ୟାର ହାତ ରନ୍ଧା ସ୍ଵାଦରେ ଭରେ ନୀତି ତୁମ ପେଟ ଆଜି ମୁଁଇ କନ୍ୟା ଭୃଣ ଟିଏ ବୋଲି ମାରିବାକୁ ଯାଏ କେମିତି ତୁମ ହାତ ???
ତମେ ଗଲା ପରେ ମିଠା ମିଠା ବାସ୍ନା ଚାଲିଯାଏ ଥମି ଯାଏ କୋଇଲିର ସୁର ଅତି ଆପଣାର ବୋଲି ବାରମ୍ବାର ସୁଚଉ ଥିବା ତୁମର ସେ ଗେହ୍ଲା ଗେହ୍ଲା ହସ...
ସଂସାରର ବୈତରଣୀ ପାର କରିବାକୁ ଦୁଃଖର ଡଙ୍ଗା ଏକମାତ୍ର ଭରଷା ।
ସ୍ୱାଧୀନତାର ଏତେ ବର୍ଷ ପରେ ଦେଶ ଅବସ୍ଥା ଯଥା ପୂର୍ବଂ, ତଥା ପରଂ । ଦାରିଦ୍ର୍ୟ, ଅଶିକ୍ଷା, ପ୍ରବଞ୍ଚନା- କୋଉଥିରେ କମ୍ ଅଛି । ଦୁର୍ନୀତି ତ ଏଠି ନୀତି...
ତମେ ତ ଆପଣାର କେତେ ଦିନ ଆଉ ଶତ୍ରୁପଣ ଲଢ଼ାଲଢ଼ି ଲୁହଲହୁ ବଳ କଷାକଷି ଜିଦ୍ଛାଡ଼, ଆସ ଖୋଜିବା ଜୀବନ !
ପ୍ରହେଳିକାକୁ ଦୂର କରି ନିଜର ସ୍ୱଚ୍ଛତାରେ ସିନା ବାନ୍ଧି ହୁଏ ଦୁନିଆଁକୁ ଅଯଥା ଗରବ କରି କେବଳ ଭାଙ୍ଗି ହୁଏ ଏ ଜଗତକୁ !
ବର୍ଷା ଏକ କୁମାରୀର ନାମ ବର୍ଷା ତମେ ଆକାଶ ଓ ପୃଥିବୀର ମଧୁର ସଙ୍ଗମ !
ଏ ମାଟି ଏଠାରୁ ସେ ପର୍ଯ୍ୟନ୍ତ ଯାହା ଯୋଡ଼ାଯାଇଛି ତାହା ସେମାନଙ୍କ ଘର ନୁହେଁ ସେମାନଙ୍କ ପିଲାମାନେ ହିଁ ସେମାନଙ୍କ ଘର ବହୁତ ବଡ଼ ଦେଶରେ ବହୁ ଲୋକଙ୍କ ଯନ୍ତ୍ରଣା
କଳ୍ପନାର ଫୁଲ ଫୁଟିଯାଏ ମନ କାନନେ କାମନାର କଇଁ ହସୁଥାଏ ଧୀର ପବନେ ମିଳନର ସୁଖ ନ ମିଳିଲେ ବି ତ ସପନରେ ମନ ହଜିଯାଏ ।
ଆପଣଙ୍କ ମତାମତ