ମନ ହୁଏ ପ୍ରଭୂଙ୍କୁ ମାଗନ୍ତି କି ପଥର ଟି'ଏ କରିଦିଅ, ଜୀବନ ଜୀବନ ଧରି ଚାହିଁ ବସିଥିବି ପଥକୁ; ଅହଲ୍ୟା ପରି ।।
ହୃଦୟର ଭାଷା କହି ପାରୁ ନାହିଁ, କି ବୋଲି କହିବି ତତେ। ପ୍ରେମର ସୁଅରେ ଭାସୁଅଛି ମୁହିଁ, ଭାବନା ବିହଙ୍ଗ ସାଥେ ।
ଝିଅ ଜନମ ଚୂଲି ମୁହଁକୁ ଯେମିତି ନୁହେଁ, ସେମିତି କାଠ ଜନମ ଚୂଲି ଭିତରକୁ ନୁହେଁ ।
ଆପଣଙ୍କ ମତାମତ