ପ୍ରାଣ ମୁଦ୍ରା ଅଥବା କଫ କାରକ ମୁଦ୍ରା ମହତ୍ତ୍ୱପୂର୍ଣ୍ଣ ଉର୍ଜା (ବଳ ) ବର୍ଦ୍ଧନରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ଏବଂ ଜୀବନ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ
କୁକୁର ସାଥିରେ ଗେହ୍ଲ ହେଉଛି, ଓଠରେ ତାର ଚୁମା ଦେଉଥାଏ ସ୍ୱାମୀ ତାର ଛଟପଟ ହେଉଛି ।
ସତ ତୁ କହଲୋ ମୋବିନା ସାଥିଲୋ କେମିତି କଟେ ତୋ ଦିନ ତୋବିନା ସତେଲୋ ଗୋଟାଏ ମୁହୁର୍ତ୍ତ ବୁଝେନି ମୋହରି ମନ ।
ଭଙ୍ଗା ଭଙ୍ଗା ମନ ତଳେ ବେଶିତ ଦରଦ ଫିକା ଫିକା ଆଶାରେତ ରଙ୍ଗର ବିଭବ ଜୁଆର ଭାଙ୍ଗେ ତ ନିତି ଛାତିର ଆବେଗ ।।
ରାସ୍ତା ବାମ ପଟେ ଚାଲିବା ମନା ନହେଲେ ମାଡ଼ିବ ବାସି ଅସନା
ବରଷା ଗଲାଣି ଶୀତ ଆସିଲାଣି ରୁତୁ ପରେ ରୁତୁ ଖେଳି ହାତ ମୁହଁ ଧୋଇ ଖାଇବାକୁ ବସ ରୋଗ ଆସେ ଭଳିଭଳି
ସ୍ୱପ୍ନ ଭାଙ୍ଗି ଦେଇ ଏକା ଚାଲିଗଲ ଦେଇଥିବା କଥା ଭୁଲି ଜହ୍ନ ତାରା ସଙ୍ଗେ ସରଗରେ ତୁମେ ମନାଉଥିବ ଦୀପାଳି
ଅକସ୍ମାତ କାହାର ଦିହ ପା’ କିଛି ଖରାପ ହେଲେ ନାଇକ ଅନୁମତି ନେଇ ଘରକୁ ଫେରିବାକୁ ହୁଏ କିନ୍ତୁ ଗ୍ରାମଦେବୀଙ୍କ ପ୍ରାଙ୍ଗଣରେ ପ୍ରଥମେ ମୁଣ୍ଡନ କରାଯାଏ, ପୁରା ନିଶଦାଢ଼ି କାଟି...
ଘରସଂସାର, ଚୁଲିମୁଣ୍ଡ, ପରିବାରର ଦାୟିତ୍ୱର ଲକ୍ଷ୍ମଣରେଖା ଭିତରେ ଆବଦ୍ଧ କରାଯାଏ ମହିଳାଙ୍କୁ । ଉଚ୍ଚାଭିଳାଷୀ ତଥା ସ୍ୱତନ୍ତ୍ର ମନୋଭାବ ରଖୁଥିବା ଝିଅଙ୍କୁ ଦିଆଯାଏ ‘ସ୍ୱେଚ୍ଛାଚାରିଣୀ’ର ଆଖ୍ୟା ।
ଏମିତିଆ ଦି' ଚାରିଟା ମଣିଷ ଯଦି ମିଳନ୍ତେ ନା ପୃଥିବୀଟା ତ ପୁରା ସ୍ୱର୍ଗ ପାଲଟି ଯାଆନ୍ତା ! ଏଭଳି ଧର୍ମ ଧୂରନ୍ଧର ମାନେ ଆଉ କିଛି ସମୟ ରହନ୍ତେ...
ଆପଣଙ୍କ ମତାମତ