ତା' ପାଇଁ ସିଂହାସନ ଯାହା ମାଟିଗଦା ତାହା ବିଚରା ଭୋଜରାଜର ସମସ୍ତ ପିପାସା
ଏଇ ଅନୁଭବଟି ଆସିଛି କାମରେ ମଗ୍ନ ରହି ସଭିଁଙ୍କଠୁ ଦୁଃଖ ଛୁପାଇବାରେ
ୟା’ପରେ ଆଉ କ'ଣ ରଖିଛ ମୋ ଜୀବନରେ..କି ପ୍ରକାରର ବିଷ, ଯାହାକୁ ଖାଇଲେ ମୁଁ ତତ୍କ୍ଷଣାତ୍ ମରିପାରିବି ତ ? ତାହା ପୂର୍ବପରି ଭେଜାଲ ହୋଇନଥିବ !
ପୋଛି ନେଲା ମଥାରୁ ସିନ୍ଦୂରର ବିନ୍ଦୁ କୁନି କୁନି ଓଠରୁ ହସ ଲିଭିଗଲା ଘରେ ଘରେ ଜଳିଲାନି ଚୁଲି ମଶାଣିରେ ମଣିଷର ଜୁଇ ଜଳୁଥିଲା ।
ଘାସ କଟାଳିର ସ୍ୱପ୍ନପରି ଡହ ଡହ ତାତିଲା ଖରାରେ ଅବୋଲକରା ଗପ ପରି ସବୁ ପ୍ରଶ୍ନର ଉତ୍ତର ନଥାଏ
ଅରୁଆ ଚାଉଳ, ନୀଳ ନାରିକେଳ, ଦୂବ, ବରକୋଳି ପତର ଆଦି । କେତେ ଯତନରେ ରତନ ପରା, ମାଆ ସବୁ ରଖିଥାନ୍ତି ସମ୍ପାଦି ।।
ଏଠିତ ସମସ୍ତେ ବନ୍ଧା ତମ ଭଲପାଇବାର ଅନନ୍ତ ଡୋରୀରେ ପାପୀ ଠାରୁ ତପୀଯାଏ ରୋଗୀ ଠାରୁ ଭୋଗୀଯାଏ ସବୁରି ତୁଣ୍ଡରେ ତୁମେ ଥାଅ ଓଁ କାର ନାଦରେ ।
ବହୁବାର ମନେହେଉଛି, ଯୌବନର ଉଦ୍ଦାମ ପ୍ରବାହରେ ଏ ଶରୀରଟାକୁ ମେଲିଦେବି, ଏ ସୌନ୍ଦର୍ଯ୍ୟଟାକୁ ବଜାରରେ ପକାଇ ଭଲ ରକମ ଦାମ୍ କଷିନେବି, ମଦ୍ୟପ ଦୂରାଚାରର କ୍ଷୁଧିତ ଅନ୍ତତଃ ତୁଷ୍ଟ କରିବା...
ଦ୍ୱନ୍ଦ୍ୱର ଦହନରେ ଆକର୍ଷଣ ବିକର୍ଷଣ ଆକାଶେ ଆଲୁଅର ମହୋତ୍ସବ ତୃଷିତ ତାରାମାନଙ୍କର ।
ବାପା ନାହାଁନ୍ତି, ତୁ ହାଟରୁ ଜିନିଷ ନେଇ ଆସିବୁ । ତେଲ, ଲୁଣ, ଲଙ୍କା, ସୋରିଷ ସ୍କୁଲକୁ ଗଲାବେଲେ ଆଗୁଆ କିଣି ରଖିଦେବୁ । ଆସିବା ବେଳେ ମନକରି ନେଇ...
ଆପଣଙ୍କ ମତାମତ