ସେ ବଉଳ ଗଛ ସେ ପୋଖରୀ ମାଛ ଡୁଡୁ ବାଗୁଡିର ଖେଳ ଭାବିଲେ ସେକଥା ଆନନ୍ଦେ ନାଚଇ ସେହି ସାଙ୍ଗସାଥୀ ମେଳ ।
ସେତିକି ବେଳେ ଦମକାଏ ହେମାଳ ପବନ ଏ ମନକୁ ଚହଲାଇ ଦିଏ ଛାତି ତଳେ କମ୍ପନ ଜଗାଏ କାହାର ଉଷୁମ ପରଶ ପାଇଁ ବାହୁନି ଉଠଇ ଏଇ ମୋର ମନ,...
ଷୋହଳ ଶୃଙ୍ଗାରେ ସାଜିଲି ଷୋଡ଼ଷୀ ରଙ୍ଗର ଫଗୁଣେ ତୁମ ଅଭିଳାଷୀ ଅଙ୍ଗେ ପ୍ରତି ଅଙ୍ଗେ ବୋଳି ଦେଲା ପ୍ରେମ, ପ୍ରେମ ପରିଭାଷେ ମୁଁ ତୁମ ମାନସୀ !!
ବଳକା ବିନ୍ଦୁ ବିନ୍ଦୁ ପାଣି ଝରୁଥାଏ ଡାଳପତ୍ର ଦେହରୁ ସ୍ତମିତ ହୋଇଯାଏ ଦହନ ସ୍ୱସ୍ତିର ପ୍ରଲେପରେ ।
ମା କ୍ଷୀରରେ ଅଛି ଯେତେ ଉପକାର ତାହାକୁ କହିନୀ କେଉଁ ପ୍ରକାର ମା'ଶିଶୁ ଉଭୟେ ରହିବେ ସୁସ୍ଥ ସୁସ୍ଥ ରହି ଶିଶୁ ହେବ ମହାନ ।
ଜୀବନଟା ମାନ ପତ୍ର କିଛି ମିଛ କିଛି ସତ୍ୟ ମୋର ଏ ଜୀବନ କେଉଁଥିରେ ଲେଖା ଜାଣେନା ମୁଁ ଗଣ୍ଡ ମୂର୍ଖ ।।
ମା'ର ଆଦର ତା ପାଇଁ ଚାତର ଚାତକ ପରାୟେ ମୁଁଇ ତୋର ଆଦର ପାଇବା ପାଇଁ ।।
ନିଜେ ସାନବାବୁ ତାକୁ ଡାକୁଛନ୍ତି ବେଳଅବେଳରେ । ସେ ତାଙ୍କ ବରାଦ ମୁତାବକ କୌଣସି ଜିନିଷ ଦେବାକୁ ବାହାରେ ଥାଇ କବାଟରେ ଆଘାତ କଲେ,ସେ କହୁଛନ୍ତି-ତୋତେ କଣ ରୁମଭିତରକୁ ଆସିବାକୁ...
ପିଠି ହାତ ପୋଡି ଉଠିଲେ ଚାପଡ଼ା ଚାପଡ଼ାକେ ଦୁଇ ତିନି ପୁଞ୍ଜା ମଶା ଦଳି ହୋଇଯାଏ । ଟିକିଏ ନିଦ ଭାଙ୍ଗିଗଲେ , "ଆଲୋ ମାଳତୀ ! ଆଲୋ ଶୁକ୍ରୀ...
ଆପଣଙ୍କ ମତାମତ