ସେ ରାତିର ବର୍ଷାରେ ଯଦିଓ ଭିଜିଥିଲା ଦେହ ତୁମର ତଥାପି ତୁମ ସ୍ପର୍ଶର ଉଷ୍ମତାରେ ମୁଁ ଜଳି ଯାଉଥିଲି ପ୍ରତିକ୍ଷଣ ।
ଏଇତ ଦୁନିଆଁ । ସବୁ ସମ୍ପର୍କ ଆପେ ଆପେ ଯୋଡ଼ି ହୋଇଆସେ ଆଉ ଆପେ ଆପେ ଭାଙ୍ଗିଯାଏ । ଫୁଲ ଫୁଟିବାର ଋତୁଟି ଧୂଆଁଳିଆ ଦିଶେ ।
ସୁଲୁସୁଲୁ ବାଆ ଗୁଲୁଗୁଲୁ କଥା । ଚୁପାଚୁପା ହସ ହରିନିଏ ବ୍ୟଥା ।।
କି ମର୍ଯ୍ୟାଦା କଥା ମୋତେ ଶୁଣାଉଛୁ ବେ ? ପରିସ୍ଥିତି ସବୁ ମର୍ଯ୍ୟାଦା- ଅମର୍ଯ୍ୟାଦା ସୃଷ୍ଟି କରିଥାଏ । କିଏ ସାରା ଜୀବନ ତା' ମର୍ଯ୍ୟାଦାକୁ ଜାବୁଡ଼ି ଧରିଛି, ଆଁ...
ମୀନାକରା କାକରର ରଙ୍ଗିନ୍ ତ୍ୱରଣ ବାସ୍ନା ଭର୍ତ୍ତି ଫୁଲଙ୍କର ଅପୂର୍ବ ମେଲଣ ନିଆରା ଅନୁଭବ ଆହା
ତେବେ ଏତିକି କେବଳ ବୁଝେ, ଦୁନିଆଁ ଭିତରେ ନାନା ଉପାୟରେ, ନାନାରୂପ ଓ ଭେକ ଧରି ଜଣେ ଜଣକୁ ଠକିବା ଛଡ଼ା ଆଉ କିଛି ନାହିଁ ।
ମାର୍ବଲ ବାରଣ୍ଡାରୁ ପହଁରିଯାଏ ଆଖି ଚାଳଘର ମାଟି କଙ୍କାଳରେ ଯେଉଁଠି ଠିଆ ହେଇଚି କୋଠାଘର ବଗିଚା ଦେଇପିଣ୍ଡି ମୁଣ୍ଡେଇଚି ଅଧଲାଖ ଟଙ୍କାର ପଥର ଚଉଁରା ବଉର ଜମିଦାରୀ (ଇଛା) ବହପରେ...
କେମିତି ପାଠ ପଢ଼ିବି ? ବାପାଙ୍କ ପାଇଁ ରୋଷେଇ କରିବ କିଏ ? ବିଲକୁ ଭାତ ନେବ କିଏ ? ବଳଦକୁ ତୋରାଣି ନଡ଼ା ଦେବ କିଏ ? ବାପା...
କେହି କେହି ଅଭିଯୋଗ ଅବଶ୍ୟ କରୁଥିଲେ ଯେ ନନ୍ଦକିଶୋର ନିଜ ଲାଗି ସମର୍ଥନ ଯୋଗାଡ଼ ନିମନ୍ତେ ନିଜେ ହିଁ ନିଜ ପିଲାଙ୍କ ଉପରେ ଆକ୍ରମଣର ଯୋଜନା କରିଥିଲା- ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅସୁବିଧାରେ...
ସେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରେ ଓ ସେମାନଙ୍କୁ ପୂଜା କରି ଓ ବର୍ଷକୁ ଥରେ ସେମାନଙ୍କ ଜୟନ୍ତୀ ପାଳନ କରି ଆତ୍ମସନ୍ତୋଷ ଲାଭ କରେ । ମାତ୍ର ସେମାନଙ୍କ...
ଆପଣଙ୍କ ମତାମତ