ଗଙ୍ଗାଜଳରେ ସନ୍ତରଣରତା ନାଗରାଜାଙ୍କ କନ୍ୟା ଉଲୂପୀ ବହୁସମୟ ଧରି ତୀରଦେଶରେ ଉପବେଶନ କରିଥିବା ଅର୍ଜୁନଙ୍କର ଦୀର୍ଘଦେହ, ବିଶାଳ ବକ୍ଷ, ଆଜାନୁଲମ୍ୱିତ ବଳିଷ୍ଠ ବାହୁଦ୍ୱୟ, ଉନ୍ନତ ନାସା, ପ୍ରଶସ୍ତ କପାଳ, ଆୟତ...
ଲହଡ଼ିଭଙ୍ଗା ହସ ଅଧାଖୋଲା ସ୍ୱପ୍ନ ଭର୍ତ୍ତି ଆଖି ଅସରନ୍ତି ମମତାରେ ଜୁଡୁବୁଡ ଗୋଟେ ନିରିମାଖୀ ମନ ବିଶ୍ୱବ୍ୟାପୀ ବିଶ୍ୱାସ ଆତ୍ମାରୁ ନିଗିଡ଼ି ପଡୁଥିବା ଆପଣାପଣ ଅପେକ୍ଷାରେ ଉଜାଡ଼ି ଦେଲି !
ନିସ୍ତବ୍ଦ ରାତିର ଝାପସା ଆଲୁଅ ପରିବେଶକୁ ରୋମାଞ୍ଚକର କରୁଥାଏ । ମଝିରେ ମଝିରେ ଦୂର ରେଳପଥ ଦେଇ ମାଲ ଗାଡିଟିଏ ମନ୍ଥର ଗତିରେ ଚାଲି ଯାଏ ।
କିନ୍ତୁ ଏ ଶେଷ ଜୀବନରେ ପହଞ୍ଚି ଏବେ ଏତେ ଟଙ୍କା ଦେଖୁଚି, ଟଙ୍କାର ଗାଦୀ ଉପରେ ବସୁଚି, କିନ୍ତୁ ଲାଭ କଣ ?
ଅକସ୍ମାତ ସେ ବିଜୁଳିର ଚମକ ସୁନ୍ଦରୀ ତରୁଣୀର ଆଖିର ଝଲକ ନଦୀଗର୍ଭର ସେ ଚନ୍ଦ୍ରାଲୋକ ଲାଗେ କୁଆଁରି ମଥାର ତିଲକ ।
କେବେ ଶିଶୁର କୋମଳ ମନର ଅସମାହିତ ପ୍ରଶ୍ନର ଝୁଡ଼ିଟିଏ ତ କେବେ ପୁରୁଣା ବହି ଭିତରେ ଶୁଖି ଯାଇଥିବା ଗୋଲାପ ପାଖୁଡାଟିଏ ।
"ରାମ ନାମ ସତ୍ୟ ହେ" ଧ୍ଵନିରେ ବାୟୁ ମଣ୍ଡଳ ପ୍ରକମ୍ପିତ ଉପସ୍ଥିତ ଦର୍ଶକେ ଜନ୍ମ-ମରଣର ପରିକଳ୍ପନା କରି ସ୍ତବ୍ଧ
ଜୀବନ ତମ ହୃଦୟରେ ପୂର୍ଣ୍ଣିମା ରାତିରେ ଉଠିଥିବା ଜୁଆର ପ୍ରତିପଦାକୁ ଧୋଇ ସାରିଥିଲା ମୋ ହୃଦୟରୁ ବାଲିଘର !
ସ୍ୱେଚ୍ଛାଚାରୀତା ଜୀବନ ନୁହେଁ । ଜୀବନ ଅନୁଶାସନ ପୂର୍ଣ୍ଣ ଅଟେ ।
ସୃଷ୍ଟିର ଏହି ଭଙ୍ଗା ଗଢା ଲୀଳା ଭିତରେ ସ୍ଵର୍ଗର ଦେବତା ବା ନରକର ପିଶାଚ ତୃପ୍ତି ଲାଭ କରିଥିବେ, କହି ହେଉ ନାହିଁ ।
ଆପଣଙ୍କ ମତାମତ