ତମେ ତ ଆପଣାର କେତେ ଦିନ ଆଉ ଶତ୍ରୁପଣ ଲଢ଼ାଲଢ଼ି ଲୁହଲହୁ ବଳ କଷାକଷି ଜିଦ୍ଛାଡ଼, ଆସ ଖୋଜିବା ଜୀବନ !
ପ୍ରହେଳିକାକୁ ଦୂର କରି ନିଜର ସ୍ୱଚ୍ଛତାରେ ସିନା ବାନ୍ଧି ହୁଏ ଦୁନିଆଁକୁ ଅଯଥା ଗରବ କରି କେବଳ ଭାଙ୍ଗି ହୁଏ ଏ ଜଗତକୁ !
ବର୍ଷା ଏକ କୁମାରୀର ନାମ ବର୍ଷା ତମେ ଆକାଶ ଓ ପୃଥିବୀର ମଧୁର ସଙ୍ଗମ !
ଏ ମାଟି ଏଠାରୁ ସେ ପର୍ଯ୍ୟନ୍ତ ଯାହା ଯୋଡ଼ାଯାଇଛି ତାହା ସେମାନଙ୍କ ଘର ନୁହେଁ ସେମାନଙ୍କ ପିଲାମାନେ ହିଁ ସେମାନଙ୍କ ଘର ବହୁତ ବଡ଼ ଦେଶରେ ବହୁ ଲୋକଙ୍କ ଯନ୍ତ୍ରଣା
କଳ୍ପନାର ଫୁଲ ଫୁଟିଯାଏ ମନ କାନନେ କାମନାର କଇଁ ହସୁଥାଏ ଧୀର ପବନେ ମିଳନର ସୁଖ ନ ମିଳିଲେ ବି ତ ସପନରେ ମନ ହଜିଯାଏ ।
ସରକାର ପଚାଶ କିଲୋମିଟର ରାସ୍ତାରେ ତିନୋଟି ହଲ୍ଟ ପାଇଁ ବନ୍ଦୋବସ୍ତ କଲେ, ପାଞ୍ଚ ଜାଗାରେ ଗାଡ଼ି ରହିବ ।
ନିଶ୍ଚୟ କିଛି ଗୋଟାଏ ଅଘଟଣ ଘଟିବ । ଗୋଟାଏ ଗୋଡ଼କୁ ଧରି ତାକୁ ତଳକୁ ଫୋପାଡ଼ି ଦେବେ କିମ୍ୱା ବାଁ ଗାଲ୍ରେ ଠାଏ କରି ଗୋଟାଏ ଶକ୍ତ ଚଟକଣି ।...
ଆଜକୁ ସତୁରୀ ବର୍ଷରୁ ଉର୍ଦ୍ଧ୍ଵ ହେବ ଓଡ଼ିଶା ବୋଲି ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶର ଭୌଗୋଳିକ ଗୌରବଟିଏ ଆମକୁ ମିଳିଥିଲା
ଚାରି ବରଷର ପିଲା ସେଇ ଭଲମନ୍ଦ କଥା ନ ବୁଝଇ, ଚଗଲାମି କଥା ପଶିଲା ତା ମଥା ଧୂଳି ଛୁଳ କଲା ବାଟ ପରେ, ପୋତିଦେଲା କଣ୍ଟା ତା' ଭିତରେ...
ସେଠାରେ କୌଣସି ଉନ୍ନୟନ କାର୍ଯ୍ୟ ତ ହେଲା ନାହିଁ, ପରନ୍ତୁ ସେଠାରେ ଓଡ଼ିଆ ଭାଷାକୁ ଲୋପ କରାଯାଇ ସେହି ପ୍ରଦେଶର ଭାଷାକୁ ସେଠାରେ କୋର୍ଟ, କଚେରୀ ବିଦ୍ୟାଳୟମାନଙ୍କରେ ପ୍ରଚଳନ ପାଇଁ...
ଆପଣଙ୍କ ମତାମତ