ଆଜି ଘର ସାମ୍ନାରେ ସାମାନ୍ୟ କିଛି ଟଙ୍କା ଲୋଭରେ ନିଜ ବୃଦ୍ଧ ସ୍ୱାମୀଙ୍କ ଦାହ ସଂସ୍କାର ନକରି, ସାମ୍ନାରେ ଅଣ୍ଟା ନଇଁଯାଇଥିବା ବୁଢୀକୁ ଦେଖି ଘୃଣାରେ ଭରି ଉଠୁଥିଲା ଡକ୍ଟର...
କେମିତି ଦେଖିବି ବଧୂବେଶ ତାର କେମିତି ଏମନ ସହିବ ଯେତେ ବୁଝେଇଲେ ଅବୁଝା ମନକୁ ମନଟାକି ସତେ ବୁଝିବ ।
ମନକୁ ତୁମର ବୁଝିବାକୁ ଯାଇ ଅବୁଝା ମୁଁ ହୋଇ ଗଲି, ହୃଦୟକୁ ତୁମ ଖୋଜିବାକୁ ଯାଇ ନିଜକୁ ହଜାଇ ଦେଲି ।
ପୁରୁବ ପୁରୁଷ ଓଡ଼ିଶା ମାଟିରେ କିମ୍ବଦନ୍ତି ଛନ୍ତି ରଖି ଅଳସୁଆ ବୋଲି କହିବେନି କେହି କୋଣାରକ କାମ ଦେଖି ।(୭)
ସେଥିପାଇଁ ହେ ମୋର ସମ୍ମାନନୀୟ ବାର୍ଦ୍ଧକ୍ୟ, ମୋ ପାଇଁ ତୁମେ କ'ଣ ତେବେ ଏକ ବିଡ଼ମ୍ୱିତ ବ୍ୟାଧି
ଅବାରିତ ବର୍ଷା ଅସ୍ତବ୍ୟସ୍ତ ଚାରିଦିଗ ଅଟକି ଯାଇଚି ବଞ୍ଚିବାର ସ୍ରୋତ ବାସିଯାଇଚି ଭାତ-ଲୁଣ, ଜୀବନର ଭାଷା ଅବାରିତ ବର୍ଷା ଜଳମଗ୍ନ ଗୋଟା ଇଲାକା !
କାହିଁକି ଧ୍ୱଂସ ଆଜି ? ଏ ଦେଶର ମହାନତା ପ୍ରତିଠାରେ ଦିଶିଯାଏ ସିନା, ୟା'ର ନଗ୍ନତା !
ତା'ପାଇଁ ସିଂହାସନ ଯାହା ମାଟିଗଦା ତାହା ବିଚରା ଭୋଜରାଜର ସମସ୍ତ ପିପାସା
ଶିଶୁଟିଏ ଠାରୁ ତେବେ ସେ ଶିଶୁ ହତ୍ୟା ଦୋଷରୁ ବଞ୍ଚିଗଲା ସେ ନିଜ ଶରୀରର ବଳ ପ୍ରୟୋଗରୁ ବଞ୍ଚିଗଲା କିନ୍ତୁ ସେ ହାର ମାନି ନାହିଁ ଶିଶୁଟିର ନିଶ୍ଚଳ ଚରିତ୍ର...
ଦେଇଥିବା କଥା ଭୁଲିଯାଇପାରେ କେହି ଶୁଣିଥିବା କଥା କିଏ ଭୁଲିପାରେ ନାହିଁ ଜଳାଏ ମନକୁ ସ୍ମୃତି ତା'ର ନିଶିଦିନେ !
ଆପଣଙ୍କ ମତାମତ