ବୁଢ଼ା ବାପାଟାକୁ ଏତେ ବଡ଼ ଧୋକ୍କା ଦେଇ ଚାଲିଗଲୁ । କ'ଣ ନ କଲା ସେ ଚୁତିଆ ହଳିଆ ଟୋକା । ଦେଖ ହୋ ! ଯେଉଁ ପତ୍ରରେ ଖାଇଲା....
ବିଭିନ୍ନ ଉପାୟରେ ଧନ ବଢ଼ାଇବାରେ ସେ ଲାଗି ପଡ଼ିଥିଲେ । ବେପାରବଣିଜ, କୃଷି, ମହାଜନୀ ବ୍ୟବସାୟ ଇତ୍ୟାଦିରୁ ସେ ପ୍ରଚୁର ଆୟ କରୁଥିଲେ ।
ଭାରତରେ ଧର୍ମାନ୍ତରୀକରଣର ଇତିହାସକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ଆଦିବାସୀ ଅନୁସୂଚିତ ଜାତି, ଦଳିତ, ପତିତ ଓ ଶୋଷିତମାନେ ହିଁ ଧର୍ମାନ୍ତରୀକରଣରେ ସାମିଲ ହେଉଛନ୍ତି । ସେମାନଙ୍କୁ ବିଭିନ୍ନ ପ୍ରଲୋଭନ...
କର୍ପୂର ଉଡ଼ିଯାଇଛି ହରିଆ, ଖାଲି କନା ଖଣ୍ଡକ ପଡ଼ି ରହିଛି । ଏତେ ବଡ଼ ବଡ଼ ଅଫିସର୍ମାନେ ଆସୁଛନ୍ତି । ଆଗ କଥା ଅଲଗା ଥିଲା । କଚେରୀ ଘରେ...
ସେହି ଘରେ ଶୋଇଲେ ମୁଁ ସ୍ୱପ୍ନ ଦେଖେ ଘରେ କାଠ ନୁହଁ ଝୁଲୁଚି ଜେଜଙ୍କ ଅସ୍ଥିହାଡ଼, ମେରୁଦଣ୍ଡ ଏମିତି ସ୍ୱପ୍ନ କାହିଁକି ଦେଖେ ମୁହିଁ ? ମୋତେ ଲାଗେ ଏଇଠି...
କାନପୁର ଆଇ.ଆଇ.ଟି.ରେ ତତେ ଇଞ୍ଜିନିୟରିଂ ପଢ଼ାଇବା ପାଇଁ ମୁଁ ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ତୁ ଏତେ କୁଳାଙ୍ଗାର, ଫାଇନାଲ୍ ପରୀକ୍ଷାରେ ନ ବସି...
ଓଡ଼ିଆ ଭାଷା ଅଧିନିୟମରେ ସରକାରୀ କାର୍ଯ୍ୟଧାରା ଚାଲିଥିବା ବ୍ୟବସ୍ଥା ସତ୍ତ୍ୱେ ଉକ୍ତ ନିୟମକୁ କଡ଼ାକଡ଼ି କରା ଯାଇନଥିବାରୁ ବା ନିୟମ ଉଲଂଘନକାରୀଙ୍କ ପ୍ରତି ଦଣ୍ଡ ବିଧାନର ପ୍ରାବଧାନ ନ ଥିବାରୁ...
କେବେ ମରୁର ଧୂସର ରୂପ କେବେ ଗ୍ରୀଷ୍ମ ନିଦାଘ ତାପ
ଯୁଗ ଯୁଗ ଧରି ଅନ୍ଧ ବିଶ୍ୱାସର ଅମୁହାଁ ଗଳିରେ ବାସ କରୁଥିବା ମଣିଷମାନଙ୍କୁ ନୂତନ ଜ୍ଞାନରେ ଆଲୋକିତ କରି ପରିବର୍ତ୍ତନ କରିବା ପାଇଁ ସମୟ ତ ଲାଗିବ ।
ଆପଣଙ୍କ ମତାମତ