ୟେ ସବୁକୁ ମୁଁ ଏବେ ଆହୁରି ସସ୍ତାରେ ବିକିବି ସ୍ଥିର କଲି ସଞ୍ଜ ନଇଁବା ଆଗରୁ ଲାଭ ହେଉ କି କ୍ଷତି ହେଉ ।
ଜନମ ଯେ ଦେଲା କରମ ଲେଖିଛି ମାଟି ମାଆର ସନ୍ତାନ ଛାର ରୁଣ ବୋଝ ଉଠାଇ ନପାରି କିପାଁଇ ହାର ଜୀବନ?
ତୁମକୁ ଟିକିଏ ଦେଖିବା ପାଇଁ ପାଗଳ ହେଉଥିଲା ଯେଉଁ ଆଖି ସେଠି ଆଜି ବସା ବାନ୍ଧି ରହିଛି ଲୁହ ମୋ ଜୀବନୁ ଉଡିଯାଇଛି ପ୍ରେମ ପକ୍ଷୀ ।
ଛିଡ଼ାହୋଇ ଧାଡିରେ କରିବାକୁ ପ୍ରାଥର୍ନା ଆଉ ଗଣିବାକୁ ଏକ ଦୁଇ ଧକା ମାରି ଜଣେ ଜଣକୁ ଆଗେ ବଢିବାକୁ ଆଜି ବି ମୋର ମନ ହୁଏ ।।
ଇଆଡ଼େ ଆଜ୍ଞା ଆପଣଙ୍କ ଦାବି, "ଆପଣ ଆମଲେଟ୍ ଖାଇବେ, ହେଲେ ଅଣ୍ଡା ଭାଙ୍ଗିବାକୁ ମନା କରୁଛନ୍ତି !!!" ବଡ ଆଶ୍ଚର୍ଯ୍ୟ !
ଆକାଶର ଲୋହିତାଭ ଆଭାରେ, ଷ୍ପଷ୍ଟ ବାରି ହେଉ ଯାଉଥିଲା, ଗର୍ଭବତୀ ମାଆର ସେ କମନନୀୟ କାନ୍ତି, ଆଗନ୍ତୁକର ଆଗମନ ପାଇଁ,
ପଥରଟେ ପରି ସବୁକୁ ସହି ଯାଉଛି ହେଲେ କିନ୍ତୁ ପଥରରୁ ରୁଧିର ଝରେ କିଏ ବୁଝିବ ମୋ ମନ କଥା ।
ଫୁଲ ହସୁଥିଲେ ଜଗତ ଯେ ହସେ ବୁଝି କେ ପାରିବ ପ୍ରଭୂଙ୍କ କଥା ଏତେ ସୁନ୍ଦର କି କରି ଗଢିଲେ ଯେ ଗାଉ ଥାଏ ସଦା ତାଙ୍କରି ଗାଥା ।।
ତୃତୀୟ ବର୍ଷାରେ ଖୁବ ଭିଜିଲି... ସେଇ ସ୍ମୃତି ସବୁକୁ ଧୋଇ ଦେବା ପାଇଁ ।।
ବୋହି ଯାଉଥାଏ, କଙ୍କାଳସାର କଳା ପିଚ୍ପିଚ୍ ଦେହରୁ ତାଙ୍କର ପାଣି ସୁଅପରି ରକ୍ତ. . . ଝାଳ ହୋଇ ରାସ୍ତାକଡ଼ର ଲୋଚାକୋଚା ଡ୍ରମ୍ରେ ତରଳୁଥିବା ଡହ ଡହ ପିଚୁପରି ।
ଆପଣଙ୍କ ମତାମତ