ଭକ୍ତ ପ୍ରହଲ୍ଲାଦର ଆକୁଳ ନିବେଦନରେ ନରସିଂହ, ହିରଣକଶ୍ୟିପୁର ଛାତି ଚିର ରକ୍ତ, ମାଂସ, ହାଡ଼ ଶୋଷି ନେଲା ପରି କେଉଁ ଦୀନଦରିଦ୍ର, ନିରନ୍ନ ବୁଭୁକ୍ଷୁର ଆର୍ତ୍ତ ଚିତ୍କାର
ଜହ୍ନରାତି କଥା ଭାବି ଭାବି କିଶୋରୀଝିଅ ଗୋଡ଼ ପୂରେଇଦେବ ଚୁଲ୍ଲୀରେ ଭାବୁଚକି ? ବାରୀକବାଟ ଖୋଲି ଯିବ ଆମ୍ବତୋଟାକୁ ?
ତୋ ପୁତ୍ର ବୀର ସାମନ୍ତ ଧୈର୍ଯ୍ୟ ବଳ ଅପ୍ରମିତ ସ୍ୱାଭିମାନ ରକ୍ଷା ପାଇଁ କରିଛି ପଣ ସିଆଚୀନ ତୁଷାରରେ କାରଗିଲ ସୀମାନ୍ତରେ ଶତ୍ରୁ ସହ ଲଢ଼ି ଦର୍ପ କରନ୍ତି ଚୂର୍ଣ୍ଣ...
ତ୍ରୀଯାମା, କ୍ଷଣଦା, ରାତ୍ରି,ବିଭାବରୀ , ନିଶା, ତମୀ, ନିଶୀଥିନୀ ଶର୍ବରୀ, ଯାମିନୀ, କ୍ଷପା ବ୍ୟତିରେକେ ରଜନୀ ଓ ତମସ୍ଵିନୀ ।
ହାଏ ମୋ ଜନନୀ କାହିଁ ମାରିଲାନି ଜନ୍ମ ଅବସ୍ଥାରେ ସତେ... ଆଜି ମୁଁ କହୁଛି ନେଇଯାଅ ପ୍ରଭୁ ଏହି ମୂହୁର୍ତ୍ତରେ ମୋତେ ।
ନିରକ୍ଷରତା ଦୂରୀକରଣ ପାଇଁ ସର୍ବଶିକ୍ଷା ଅଭିଯାନ, ସଭିଏ ପଢନ୍ତୁ ସଭିଏ ବଢନ୍ତୁ ।
ଆପଣଙ୍କ ମତାମତ