ଜୀବନର ଯନ୍ତ୍ରଣା, ନୈରାଶ୍ୟ ଓ ନିଃସଙ୍ଗତା ପ୍ରଭୃତିକୁ ଚିତ୍ରଣ କରୁଥିଲେ ବି ସେ କବିତାର ଅନ୍ତଃସ୍ୱରରେ ଥିଲେ ନିଦା ଜୀବନବାଦୀ । ତାଙ୍କ କବିତା ସବୁର କେନ୍ଦ୍ରରେ ରହିଛି ଜୀବନ...
ମା ତୋର କଷ୍ଟ ହୁଏ ଅନୁଭବ ତଥାପି ତୁଣ୍ଡ ଖୋଲେନି ପ୍ରତିବାଦ ବୀନା କି ବିପ୍ଲବ ସମ୍ଭବ ।।
ମୋ ଜୀବନର ସର୍ବସମୟରେ ତୁଳନାତ୍ମକ ଦୃଷ୍ଟିରେ ଦେଖି ଜାଣିଛି ଯେ ଆଦିବାସୀମାନଙ୍କଠାରେ ଯେଉଁ ସରଳତା, ସତ୍ୟବାଦିତା ଓ ମାନବିକତା ରହିଛି, ତାହା ସଭ୍ୟ ସମାଜରେ ନାହିଁ ।
ତୋ ପାଇଁ ଆକାଶଟେ ଜରୁରୀ ମଣିବୁ ଯେତେବେଳେ ତିଆରିବୁ ନିଜର କରି । କେବଳ ଦ୍ରୁମ ହେଲେ ସରିଯାଏନି ଜୀବନ ଅରଣ୍ୟ ଗଢ଼ି ଦେବୁ ତୋ ନିଜ ରୁଚିର ଦୁନିଆଁରେ...
ସେ ଏପରି ଜଣେ ସୁନ୍ଦରୀ ନାରୀକୁ ନିଃସହାୟା ଦେଖି ନିଜର ବାସନା ଚରିତାର୍ଥ କରିବାକୁ ଚାହିଁବାରୁ ଦମୟନ୍ତୀଙ୍କର ସତୀତ୍ୱର ତେଜ ପ୍ରଜ୍ୱଳିତ ହୋଇଉଠିଲା ।
ମୁଁ ବଞ୍ଚିଥିଲା ଯାଏ ତତେ ପୋତା ଧନର ଠିକଣା କହିଦେବି । ଟଙ୍କା ବାକ୍ସର କଞ୍ଚି ତତେ ଦେଇ ଦେବି । ତୁ ଯୋଗନୀଖିଆ, ବାଡ଼ିପଶା, ହେଡ଼ାଖିଆ, ତା ପରେ...
ଯେଉଁ ଗଛର ଚେରକୁ ଉପାଡ଼ି ପାରିଲାନି ମହାବାତ୍ୟା ତାକୁ କାଟିବା କ'ଣ ଠିକ୍ କଥା ?
ଯେଉଁମାନେ କହୁଛନ୍ତି ଜଗନ୍ନାଥ ଦାସଙ୍କୁ ରାଧାସ୍ୱରୂପା ବୋଲି ଚିନ୍ତା କରି ଶ୍ରୀଚୈତନ୍ୟ ତାଙ୍କୁ ସ୍ତ୍ରୀଲିଙ୍ଗବାଚକ ଶବ୍ଦ ଅତିବଡ଼ୀ ଉପାଧି ଦେଇଥିଲେ, ସେମାନେ ଠିକ୍ କହୁଛନ୍ତି ତ ।
ଯେ ନିଜକ କର୍ତ୍ତବ୍ୟ କର୍ମ ସୁଚାରୁ ରୂପେ କରେ, ଆୟକୁ ଦେଖି ବ୍ୟୟ କରେ, ସ୍ତ୍ରୀ ପିଲାଙ୍କ ମେଳରେ ଖୁସି ରହେ, ସେ ପ୍ରକୃତରେ ସୁଖୀ ।
ଏକାନ୍ତରେ ବାରମ୍ୱାର ଦେଖା ଚାହାଁ ମିଳାମିଶାରେ ଛାତି ତଳର ନିଆଁ ଆଖି ଆଇନାରେ ଧରା ପଡ଼ିଯାଇଥିଲା । କାମ ଜାତିଗୋତ୍ର ପଦପଦବୀ ମାନମର୍ଯ୍ୟାଦା ବଳବୟସକୁ ଅପେକ୍ଷା କରେ ନାଇଁ ।
ଆପଣଙ୍କ ମତାମତ