ପଣ କରିଥିଲି ଆଜି ସବୁ ପ୍ରଶ୍ନର ଉତ୍ତର ନେବି, ତା' ଠାରୁ !
ସେମାନଙ୍କର ସବୁ ବିଦ୍ରୋହର କାହାଣୀ ସରିଯାଏ ମୋ ସ୍ମିତ ହସରେ ସବୁ ଯଜ୍ଞର ଆହୁତି ହୋଇଯାଏ ମୋ ଇଷିକାରରେ ।
ଦର୍ପଣ ଛାତିକୁ ପଥରରେ ଭାସି ଉଠିଲା ଚମତ୍କାର ଶବ୍ଦ ମାଟିରେ ପଡ଼ି ରହିଲା କାଚର କଙ୍କାଳ ।
ତା' ଅସୁମାରି ପକ୍ୱ ଫଳ, ହଜାଏ ପୁଣି ତା' ପ୍ରସ୍ଫୁଟିତ ସୁଗନ୍ଧିତ ପାଖୁଡ଼ା ମଧ୍ୟରେ. . . ମନ ଏକ ସ୍ରୋତସ୍ୱିନୀ ଧାଇଁଥାଏ ଏକମୁହାଁ ହୋଇ
ଆକାଶ ପରି ନିବିଡ଼ ଫୁଲପରି ଆମାୟିକ ଭିଜାଭିଜା ନରମ ସକାଳ ।
ବିନୁ ଅଟ୍ଟାଳିକା ଆଡ଼କୁ ଆଙ୍ଗୁଠି ଦେଖେଇ କରୁଣ ସ୍ୱରରେ କହିଲା- "ଭାଇ, ବଲ୍ !" ସେହି ଅଟ୍ଟାଳିକାର ଗେଟ୍ ଭିତରେ କିଛି ବଡ଼ ଘରର ପିଲାମାନେ ଏକ ବଡ଼ ଦାମିକା...
ସୂଚ୍ୟଗ୍ରେ ମେଦିନୀ ଦେବି ନାହିଁ ବୋଲି କହିବାରୁ ଛିଡ଼ିଗଲା, କୌରବ କୂଳର ଯେତେ ସବୁ ଚେର ମୂଳ ।
ସେ ସଂଦେହର ଗୋଟେ ବିରାଟ ଧାନଗଦା ପୁଣି ପ୍ରେମର ଭାରତ ମହାସାଗର ସିଏ ନା ମୋ ମନରେ ଗୋଟେ କୋଟିଏରେ ଗୋଟିଏ ।
ଏ ବାବୁ, ସାକାଲଟାରୁ ଏ ଫୁଲ କ୍ଷେତରେ ସୁଇଚୁ ଯେ ଆସି ୧୨ଟା ବାଜିଲାନ, ଆ ଖାଇବୁ, ବା ଆଜି କୁଟ୍ରା କେ ମାଉଁସ ଆନି ଥିଲା, ମୁଇଁ ତୋର...
ମା କେବେ ବି ତା ସନ୍ତାନର ରକ୍ତ ଚାହେଁ ନାହିଁ । ବଳି ଜାଗାରେ ଆମେ ଭଲରେ ପୂଜା କରି ପାରିବା । ସେଇ ପଇସାରେ ଆମେ ଫଳ ମୂଳରେ...
ଆପଣଙ୍କ ମତାମତ