ଏତେ ଅଲୋଡା ଯେବେ, କନ୍ୟାଟିଏ ହେବ । ପୁତ୍ର ପାଇଁ ମାଆ, କୁଳପାଇଁ ବଧୂ କାହୁଁ ଆସିବ?
ତୁମ ପାଇଁ… ମୁଁ ଆଜି ଅଜଣା ପଥିକଟିଏ ପାସୋରା ସ୍ୱପ୍ନର ଘଟଣାଟିଏ ଅତୀତର ଠିକଣାହଜା ଚିଠିଟିଏ ଭବିଷ୍ୟତର ଅଟ୍ଟହାସ୍ୟର ଆଲୋଚନାଟିଏ ।
ମୋ ଜୀବ ଜୀବନ ତୁହି ନୟନ ବିନ୍ଦିଆ, ତୋ ବିନା ବଞ୍ଚିକି ହେବ କହରେ ଗାନ୍ଧିଆ । ମୋ କଳାଧନରେ ।
ରେଖା ଭାବୁଥିଲା କୌଣସି ଜରାଶ୍ରମକୁ ଯୋଗାଯୋଗ କରି ଏହାଙ୍କର କିଛି ଥଇଥାନ କରିବାକୁ ।
ମୋ ନଂ ମଧ୍ୟ ବଦଳିଗଲା । ତେଣୁ ତୁମ ସହ ଯୋଗାଯୋଗ ହେଇପାରିଲାନି । ତୁମେ ବୋଧେ ମତେ ଭୁଲ ବୁଝିଥିବ ।
ଓଷାବ୍ରତ ଯାହା ଥିଲେ ଆମ ସାହିରେ ମିନାର ମା'ର ରୋଷଇବାସ, ପୂଜା ଆଗ ସରିବ । ତା' ଘରଲୋକ ଖାଇପିଇ ବାସନମଜା ବେଳକୁ ଅନ୍ୟମାନଙ୍କ ପୂଜା ଆରମ୍ଭ ହେଇନଥିବ କହିଲେ...
ଅନ୍ଧକାରଭରା ଜେଲ୍ ଗୃହ ଭିତରେ ଦୀର୍ଘ 6 ମାସ ବିତାଇଲା ପରେ ଆଜି ଆକାଶର ମୁକ୍ତିର ଦିନ ଆସିଛି । ଦୀର୍ଘ 6 ମାସର ରହଣୀ ମଧ୍ୟରେ ଏ ନିବୁଜ...
ଗୋପବନ୍ଧୁ କହିଥିବା କଥା ଆମ ସାହିତ୍ୟରେ ପଢିଛେ ଯେ, ମୋ ଜୀବନେ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ଏହାର ସାରମର୍ମ ଖୋଜିବାକୁ ମୁଁ କେବେ ଚେଷ୍ଟା...
ଯାହା ଶିଖିଥିଲି ଏ ଯାଏଁ ଜୀବନେ ଓଲଟା ହେଲାଣି ସବୁ ନୁଆ କରି ମତେ ଶିଖିବାକୁ ହେବ ସମାଜରେ ଚଳିବାକୁ ମୁଣ୍ଡ ଘୂରିଲାଣି ମୋହରି ଦିଗରେ ଆଖି ବୁଲିଲାଣି ମୋହରି...
କଳ୍ପନା ଗୋ, ଲୋକ ମନର କଳ୍ପନା ତୁମେ..... ରାଜଜେମା ତୁମେ କଳ୍ପନା ରାଇଜେ କଥା ଅଳସ ଭାଙ୍ଗେ ତୁମ, ଆଖି ନଇଁଯାଏ ଲାଜେ ଲୁପ୍ତ ନଗରୀର ନବବଧୁ ସାଜି ପ୍ରତିଧ୍ୱନି...
ଆପଣଙ୍କ ମତାମତ