ମଶାଣି ପଦାର ମ୍ୟୁଜିୟମ ସାରା ଦୁନିଆଁଟା ମୃତ୍ୟୁପରି ଅନ୍ଧକାର
ଚାରିଆଡ଼ ଅଜବ ଲାଗେ, ମନଟା ଜାଗ୍ରତ ହୋଇ ମଧ୍ୟ ପୁଣି ଶୁପ୍ତ ହୋଇଯା' । ଏଇ ମାୟା ଜାଲ ମଝିରେ ।
ତମେ ମାନ କି ନ ମାନ, କାଲି ରାତିରେ ଜନ୍ମ ନେଇଛି ସେହି ଦେବଶିଶୁ- ସକଳ ଆଦେଶକୁ ଉପେକ୍ଷା କରି ।
ତମେ କଡ଼ ଲେଉଟେଇଲ ମୁଁ ନିଜକୁ ନିଜେ ଡରି ସେଇ ପାଖରେ ବସିଥିଲି ତୁମେ ଉଠିଲ ଆଉ ଟିକେ ପରେ ତୁମେ ଶୋଇଗଲ
ଲୁହର ଗଙ୍ଗା ଯମୁନାର ସୁଅ ବହେ ନିତି ନୂଆ ଲୁହ ସେ ସୁଅରେ ମିଶୁଥାଏ ତଥାପି ନାହିଁ ମୋ ଅବଶୋଷ କିଛି ମାନି ନାହିଁ ପରାଜୟ !
ପେଟ ତ ନୁହେଁ କୋରଡ଼ିଆ ବୁଢ଼ା ବରଗଛ ସତେ, ମା'ର ପଣତକାନି ତଳେ ଦୁନିଆଁ ଯାହାର, ଯେତେ ସବୁ ସ୍ୱପ୍ନ କୁନି କୁନି ଆଶା ଓ ଆନନ୍ଦ ସବୁକିଛି ଧୋଇଯାଏ...
ଭିଜାମାଟି ଗନ୍ଧ ମୁଠା ମୁଠା ଫୁଲର ଚୁମ୍ୱନ କିନ୍ତୁ ଅପରାହ୍ନ ଭେଟିଦେଲା ଓଦା ଓଦା ନିସଙ୍ଗ କାରୁଣ୍ୟ
ଦୁଃଖ ଥିଲା ମନେ ଏ ଜଗତ ଜନ ତୁମ୍ଭ ପାଶେ ଯିବା ପାଇଁ । କେଉଁକାଳୁ ପରା କରୁଥିଲେ ଚେଷ୍ଟା ହେଉଥିଲେ ହାଇଁ ପାଇଁ ।।
ଏକପାଦ ହଳଦୀବସନ୍ତ ଉଡ଼ିଯାଉଛି ତାଙ୍କ ପାଖକୁ. . . ତାଙ୍କ ମଝିରେ ଟିକେ ବସିଯାଉଛି. . . ସେମାନଙ୍କ ଥଣ୍ଟରେ ଥଣ୍ଟ ଘଷୁଛି ଓ ପୁଣି ଉଡ଼ିଆସୁଛି ମୋ ବୋଉ...
ସଜାଡ଼ି ରଖିଛି ତାକୁ ହୃଦୟର ଅନ୍ତଃକରଣରେ ସକୋଳର ଶାନ୍ତ କିରଣରେ ମଧ୍ୟାହ୍ନର ତାତିଲା ବାଲିରେ
ଆପଣଙ୍କ ମତାମତ