ଦୌଡ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ଜିତିଥିବା ପ୍ରତିଯୋଗୀଟେ ଯେମିତି ଭୁଲିଯାଏ ଯେ ବୃତ୍ତାକାର କ୍ଷେତ୍ର ଭିତରେ ଦୌଡି ଦୌଡି ଦୌଡ ଶେଷରେ ପୁଣି ସେହି ଆରମ୍ଭ ସ୍ଥାନକୁ ହିଁ ସେ...
ସେହି କୁତ୍ସିତ ଓ ଘୃଣ୍ୟଖେଳ । ସେ ଆଉପାରୁନି । ଲଜ୍ଜା, ଅପମାନ ଓ ରାଗରେ ଜଳିପୋଡିଯାଉଛି । ଅଥଚ ଲେଶମାତ୍ର ନିଆଁନାହିଁ ପାଖରେ ! ପ୍ରତିରୋଧ କରିବାର ସମସ୍ତ...
ଏ ଯୁଗରେ ମର୍ଯ୍ୟାଦାବନ୍ତ ପୁରୁଷୋତମ ଶ୍ରୀରାମଚନ୍ଦ୍ରଙ୍କୁ ମଧ୍ୟ କାଠଗଡାକୁ ଟଣାଯାଏ ! ଈଶ୍ୱର ମଧ୍ୟ ଦୟାର ପାତ୍ର ଏଠି । କେବେକେବେ ତାଙ୍କ ଅସ୍ଥିତ୍ୱକୁ ନେଇ ତର୍କ ଓ ରକ୍ତପାତ...
ଚାଟଶାଳୀ ଚାଟରୁ ବିଶ୍ୱବିଦ୍ୟାଳୟ ଯାଏଁ କେତେ ଯେ ସାଙ୍ଗ ସାଥି ହିସାବ ରଖି ନାହିଁ ସମୟଟା ଆଜି ଏମିତିକା ସବୁ କିଛି ଯେ ଫିକା ଫିକା ଚାଲୁଛି ଆଜି ମୁଁ...
ଘରଣୀ ତୁମର ଲକ୍ଷ୍ମୀ ଠାକୁରାଣୀ ଅଭାବଟି ଜଣା ନାହିଁ ଜୀବନସାଥୀ ମୋ ପାର୍ବତୀ ବିଚାରୀ ଫଟା ପାଉଲାଟେ ନାହିଁ । ଷାଠିଏ ପଉଟି ଖାଉଛ ନିଇତି ସରପୁଳି ଛେନାପୋଡ ବେଲପତ୍ର...
ବ୍ୟାଙ୍କ ଧାଡିରେ ଜନତାର ହୁଏ ଲମ୍ବା ଦାଢୀ ବ୍ୟାଙ୍କର ବାପୁଡା ଖଟି ଖଟି ହେଲେ ବୁଢା ବୁଢୀ ।
ସରଗ ପଡ଼ିଛି ଛିଡ଼ି ତା' ପ୍ରତି ଧୂଳିକଣାରେ । ଆଙ୍କିଛି ମେଦୁର ଛବି ମୋ ସେହି ହୃଦ-ଅଗଣା ଟାରେ ।।
ଆଖି ଖୋଲିଲା ପରେ, ମୁଁ ବାବାଙ୍କୁ 'ପ୍ରଥମେ' ଖୋଜିଲି ବୋଲି ମୋ' ବୋଉ ଅବିକା ମୁହଁ ଫୁଲେଇ ବସିଛି !
ଶୂନ୍ୟ ନୀଡ଼ରେ ଆତ୍ମପକ୍ଷୀଟି ଜାଗି ଯାଏ ! ମୁନି ମୌନ ହୋଇଯାଏ !
ବିରହ ମିଳନ, ମନର ବନ୍ଧନ ପ୍ରେମର ନାଆଁ, ଅଳିକ ଯଦି ପ୍ରେମର ମୂଲ୍ୟ ତା'ର ପାଇଁ ଏତେ ଭାବନା କିଆ?
ଆପଣଙ୍କ ମତାମତ