ରାକ୍ଷସ-ଜାତିର ଭୂମିକା ମଣିଷ ଅଧିକ ସଫଳ ଭାବରେ ତୁଲାଇବା ଦୃଷ୍ଟିରୁ ସେ ଜାତିର ଅସ୍ତିତ୍ୱ ରହିବ ନାହିଁ ।
ଏବେ ଏକାନ୍ତରେ, ଅଦିନେ ବଉଦୁ ବରଷା ଝରେ ଦୁର୍ଲଭ ଲୋହିତ ତାଜା ଗୋଲାପୁ କ୍ଷଣିକେ ମଧୁର ବାସ ଉତୁରେ ।।
ହେ ରୂପକାର, ନାନା ରୂପଦେଇ, ସର୍ବସଂହା କଲ ମାତା ଭଗିନୀ ଜାୟା କି ପାଇଁ ପାୟେ ସେ ନୀତି ଅତ୍ୟାଚାର
କିଏ ଜଣେ ଭଦ୍ର ମହିଳା ହାତେ ଧରି ମଇଳା ଜରି ପୁଡିଆଟେ, ଖୋଜୁ ଥିଲେ ଜାଗା, କେଉଁଠି ପକାଇଲେ ତ୍ରାହି ପାଇବେ ।
ଅଦିନିଆ ବର୍ଷାରେ ଉଜୁଡା ଫସଲ ପାଇଁ ଚାଷୀ ଆତ୍ମହତ୍ୟାର ନିଷ୍ପତି ନେଉଛି । ଗାଁ ସରପଞ୍ଚ ଇନ୍ଦିରାଆବାସ, ରେସନ୍ ସବୁ ହଡପ କରୁଛି ।
ଆପଣଙ୍କ ମତାମତ