ସ୍କୁଲ ଫେରନ୍ତା ଝିଅ, ପୁଅକୁ ନିରେଖିଲେ ବନ୍ଧୁ ପଚାରନ୍ତି କାହାକୁ ଖୋଜୁଛ । ସ୍ମୃତିନାମ୍ନୀ ଝିଅଟି ସେଠାରେ ନଥାଏ କିମ୍ୱା ସ୍ମୃତିର ରୂପ ନେଇ କେହି ବି ନଥାନ୍ତି ।
ଲୋଡ଼ା ହୁଏ ଅଜସ୍ର ତପସ୍ୟା କରିବାକୁ ହୁଏ ଅନ୍ତହୀନ ପ୍ରତୀକ୍ଷା ପ୍ରୀତିକୁଞ୍ଜରେ ଦେବାକୁ ହୁଏ ବାରମ୍ୱାର ଅଗ୍ନି ପରୀକ୍ଷା
ମୁଁ କିନ୍ତୁ ସେମିତି ନିରବ ନିଶ୍ଚଳ ନିର୍ଜୀବ ଦାରୁ ପରି ତୁମ ମନସ୍କ ହୋଇ ଛିଡ଼ା ହୋଇଥିଲି,
ଘୋଡ଼ୀ ହେଇଗଲ କିଲୋ ଛତରଖାଇ । ମୁହଁରେ ବାଡ଼ବତା ନାହିଁ । ବାଉରିସାହିର ମୁରବି କ'ଣ ମଶିଣିପଦାକୁ ଗଲେଣି ଯେ. . . ବେମୁରବା ହେଇ, ଏଡେ଼ ହେଁ ହେଁ...
ଜିତୁ ଫେରି ଆସୁଥିବା ଦେଖି ଶିକ୍ଷକ ଏକ ପଳାଶ ବୁଦା ଉହାଡ଼ରେ ଲୁଚି ଗଲେ । ଜିତୁ କିନ୍ତୁ ଏକଥା ଜାଣି ପାରିଲା ନାହିଁ ।
ଅନୁସନ୍ଧାନ କରିବାକୁ ଅର୍ଜୁନର ଶ୍ରେଣୀ କୋଠରୀକୁ ପଶିଲେ । ଗଲାବେଳେ ସୋମ୍, ଲିପୁନ୍ ଓ ସତ୍ୟମ୍ ଝରକା ପାଖରେ ଠିଆ ହୋଇଥାନ୍ତି ।
ଚିଲମ ପଛକୁ ଗଦେଇ ଯଜି ଆଉ କାହାକୁ ବେଶି ଭଲ ପାଏ ତ ସେ ଜହ୍ନ ।
ନିଜର ରକତ ଆଜି କରିଛି ପର, ଝରାଉ କାହିଁକି ବସି ଲୁହର ଧାର । ସମ୍ପର୍କର ସୂତା ଖିଅ ଯାଇଛି ଛିଡ଼ି, କିଏ ଜାଣେ କୋଉ ଜନ୍ମେ ହବ ସେ...
ତା' ସ୍ତ୍ରୀ ଜିଭ କାମୁଡ଼ି ପକେଇଲା, ହଇ ହୋ' ତମର କୋଉ ଗରଜ ପଡ଼ିଛି, ସେ ଖାଇଲେ ଖାଉ ନ ଖାଇଲେ ନାହିଁ ତମ ବାପାର କିଆଁ ଗଲା ।
ଅଜାତିଆ ତୋର ପୁଅ ହେବ. . . ଏତିକି କହି ପୁଅ ବ୍ୟାକୁଳ ସତୃଷ୍ଣ ଭାବରେ ମାଆର ସେହି ସ୍ନେହ-ଲାବଣ୍ୟମୟ ମୁଖମଣ୍ଡଳକୁ ଚାହିଁ ରହିଲା ।
ଆପଣଙ୍କ ମତାମତ