ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ ଫେରିଲା ବାଟରେ ରେଳ ଷ୍ଟେସନମାନଙ୍କରେ ସେମାନଙ୍କୁ ଲୋକେ ବିପୁଳ ସମ୍ୱର୍ଦ୍ଧନା ଜଣାଇଥିଲେ ।
ହେ ମୋର ପ୍ରିୟା ଛାତକୁ ତିନି ଥର ଠକ ଠକ କର ଯଦି ଚାହଁ ମୋତେ ଦୁଇଥର ପାଇପକୁ ଠକ ଠକ କର ଯଦି ତୁମ ଉତ୍ତର ନାହିଁରେ ହେ...
ଭକ୍ତ ସେବକଙ୍କ ସେବାରେ ଜଡ଼ ମଧ୍ୟେ ପ୍ରଭୁ ପ୍ରକଟ ଯାହାର ଅଭାବେ ମୂର୍ତ୍ତିଟି କେବଳ ପାଷାଣ ବା କାଠ
ଆହୁଲା ତୁ ମୋର ଜୀବନ ବୋଇତେ ଅନ୍ଧାର ଆଶା ବାଡ଼ି ତୋ ବିନା ଜୀବନ ନୌକା ମୋ-ଯିବ ଶୋକ ସିନ୍ଧୁ ଜଳେ ବୁଡି...
ଯୋଉଥି ପାଇଁ ଆମ ଘରଣୀ ରାଣୀଟା ପାଖରୁ ନୀତି ଶୁଣିବାକୁ ପଡେ ଦୁଇଚାରିଟା କଡା ମସଲା ଲଗା ଡାଇଲକ ତା ପୁଣି ସକାଳ ଆଉ ସଂଜରେ ସତେକି ମେଡ଼ିସିନ ଡୋଜ...
ତିନୋଟି ମିନି ଗଳ୍ପ
ଆନର ଗୁଛି ଛେଦବୁ ବଲି କୁଡବୁ ଯଦି ରେ ଗାତ ନିଜେ ଢୁକବୁ ହେଜବୁ ବାବୁ ହେଇ କେ ଉଦୁରମାତ ।
ଦେହର ଦୋଳିରେ ଝୁଲୁଛି ଜୀବନ କାଳଝଂଜା ବହେ ପଛରୁ ଶେଷ ଅଭିନୟ ଚାଲିଛି ଏବେ ତ ଜଳେ ବେଶି ଲିଭା ଆଗରୁ ।
ରସ ବିରସ ବିରସ ରସ ଆଲୁଅ ଅନ୍ଧ ଅନ୍ଧାରର କାନ୍ଦ
କେବେ ଦୁଃଖରେ ଅଭିମାନର ମାଳା ଗୁନ୍ଥିଛ, ପୁଣି ସୁଖରେ ମୋ ସହ ହସ ଆସ୍ୱାଦନ କରିଛ ।
ଆପଣଙ୍କ ମତାମତ