କିଛି ବିରହ ର ଗାଥା, କିଛି ଶବ୍ଦ ର ଛିଟା, କିଛି ସୁଗନ୍ଧିତ ଉପହାର, କିଛି ଭାବ ର ଭଣ୍ଡାର, କିଛି ମନର ବେଦନା, କିଛି ସୁନ୍ଦର ସାଧନା, କିଛି...
ରାତି ସାଜି ହରିନେଲ ନିଦ ମୋର ଫଗୁଣ ସାଜି ମହକ ସୁରୁଜ ସାଜି ହରିଲ ଆଖି ଜ୍ୟାେତି ହୃଦରେ ଭରି କୁହୁକ,
ଦୁନିଆଁ ଚାହେଁ ଏବେ ଛୁଇଁବାକୁ ମତେ ସତେ ଯେମିତି ତା ପାଇଁ ମୁଁ ଦୁନିଆଁ ଦେଖେ ରୂପ ମୋର କେହି ନ ଜାଣେ ବେଚାରୀ ମୁଁ
ସେହି ପରିବର୍ତ୍ତନ ଫଳେ ପାହାଡ଼ ତାଙ୍କ ଆଉ ଧୈର୍ଯ୍ୟ ଶିକ୍ଷା ଦେଇ ପାରିଲା ନାହିଁ, ନଈ ତାଙ୍କୁ ହସାଇ ନଚାଇ ପାରିଲା ନାହିଁ । ସେମାନେ ହା'-ହତାଶ ଭାବରେ ଏଣେ...
ସେମାନେ ଜାଣନ୍ତି, ଦେଶୀୟ ରାଜା ମହାରାଜାଙ୍କୁ ହତ୍ୟା କଲେ କାଳେ ରକ୍ଷା ପାଇ ପାରିବେ, ମାତ୍ର ପବିତ୍ର ଶ୍ୱେତଚର୍ମ ସ୍ପର୍ଶ କଲେ ରକ୍ଷା ନାହିଁ ।
ଶାଗଖିଆକୁ ପେଜଖିଆ ସହି ନ ପାରିବା କଥାଟା ବାବୁ ସବୁଯୁଗରେ ଅଛି । ଆମର ଫର୍ଚ୍ଚା ଚଳଣି ଦେଖି ଗାଁର କିଛି ଲୋକ ସହି ପାରିଲେ ନାଇଁ ।
ତୁମେ ବୁଢ଼ାବୁଢ଼ୀ ହେବା ପର୍ଯ୍ୟନ୍ତ ପୁତ୍ର ନଥିଲା ବୋଲି କେତେ କଷ୍ଟରେ ଥିଲ । ମୋତେ ପାଇ ଆନନ୍ଦ ହେଲ । ସେହିପରି ଅପୁତ୍ରିକ ଦୁଃଖୀ ବୁଢ଼ୀଟି ଯଦି ମୋ...
ମୋତେ କାଠୁରିଆକୁ ଖୋଜିବାକୁ ହେବ ରାଜାମାନେ ଜଙ୍ଗଲ ସବୁ କାଟିବା ପୂର୍ବରୁ ଖୋଜିବାକୁ ହେବ ।
ଆସିଲା ଦାରୁଣ କାଳବଢ଼ି ଶ୍ୟାମଳ କ୍ଷେତରେ ଗଲା ଚଢ଼ି । ବରଷଟା ତା'ର ହୋଇଲା ବେକାର ଦୁଃଖ ଦୁର୍ଦ୍ଦିନରେ ସଢ଼ି ସଢ଼ି ।।
ମୃଗ ନୟନୀ ସେ ଆଖିର ଚାହାଁଣୀ ନାଲି ଅଧରର ସେ ନିରବତା କାନେ କାନେ ମୋର କହୁଥିଲା ସତେ ତୁମେ ମୋ ଚିରଦିନର ନାୟିକା
ଆପଣଙ୍କ ମତାମତ