ନିଦାଘ ପଛରେ ଓହ୍ଲାଉଛୁ ତୁହି ବରଷାରାଣୀ ତୋ ନାମ ନୂତନ ସର୍ଜନା କରିବାକୁ ଆଗୋ ମଣିଥାଉ ନିଜ କାମ ।
ୟା' ଭିତରେ ଚିତ୍ରକର ତୂଳୀ ଧରିଲା, ତୂଳିରେ ରଙ୍ଗ ମାରି କାନ୍ଭାସକୁ ଚାହିଁଲା, ଚାହିଁଲା ଗାଁ ଲୋକଙ୍କ ମୁହଁକୁ ।
ସେ ଦେଖିଲା, ପାହାଡ଼ପୁରୀରୁ ବାହାରି ସୂର୍ଯ୍ୟାସ୍ତକାଳୀନ ସଜଳ ଆକାଶ ଭିତରେ ଦେଇ ଅପୂର୍ବ ସୁନ୍ଦର ଇନ୍ଦ୍ରଧନୁଟିଏ ସ୍ରୋତ ସେପାରି ଯାଦୁପାହାଡ଼କୁ ସ୍ପର୍ଶ କରିଛି ।
ନୂତନ ଓଡ଼ିଶା ୧୯୩୬ ମସିହା ଜାନୁୟାରୀ ୨୧ ତାରିଖରେ ଘୋଷଣା କରାଗଲା ଓ ଏପ୍ରିଲ୍ ପହିଲା ଦିନ "ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ" ଗଠନ ଉଦ୍ଘାଟନ କରାଗଲା ।
ଆଜିକାଲି ଯୋଉଁ ଯୁଗ ହେଲାଣି, ଲୋକମାନେ ଏକାଧିକ ଝିଅମାନଙ୍କ ସହ ସମ୍ପର୍କ ରଖୁଛନ୍ତି । ସଫଟ୍ୱେୟାର୍ ଇଞ୍ଜିନିୟର୍ମାନେ ଏ କାମରେ ଆଗୁଆ । କାହାକୁ ବା ବିଶ୍ୱାସ ଅଛି ।
ପ୍ରତ୍ୟେକ କିଛି ନା କିଛି ଚିନ୍ତା ଧରିଛନ୍ତି ଏ ସଂସାରେ କେହି ଚିନ୍ତା ବିହୀନ ନୁହନ୍ତି ନିଜ ଚିନ୍ତା ନିଜେ ଆମେ କରିଛୁତ ସୃଷ୍ଟି ନିଜେ ଚେଷ୍ଟା କଲେ ସେଥିରୁ...
ଏବେ ସାଧାରଣ ବର୍ଜ୍ୟ ବସ୍ତୁ ଅପେକ୍ଷା ଇ - ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ ସମସ୍ୟା ପରିବେଶର ଦ୍ରୁତ ଅବକ୍ଷୟ ପାଇଁ ଦାୟୀ
ପାଲାଟି ଆରମ୍ଭ କଂଗ୍ରେସ କାଳରୁ ଷାଠିଏ ଦଶକ ଠାରୁ ବିଜେଡି ଶେଷରେ ଭାଲୁ ଲାଞଧରି ହୁଏ ଖାଲି ଗାରୁଗାରୁ
ଆୟତ୍ତରୁ ବାହାରକୁ ଚାଲିଯାଏ ଭଅଁରର କ୍ରୋଧ । ଖିନ୍ଭିନ୍କରିପକାଏ ସେ ଗୋଲାପର ପ୍ରତିଟି ସୁନ୍ଦର ପାଖୁଡା ଗୁଡାକୁ ।
ତୁମେ ଆସିଥିଲେ, ଫୁଲ ସବୁ ଫୁଟିଥାଆନ୍ତେ ମହକେଇ ଦେଇଥାଆନ୍ତେ ସାରା ଅଗଣାରେ, ଝରକା ପାଖରେ ମଲ୍ଲିକା ବି ଶୋଇବା ଘରେ ବାସ ଭରିଦେଇ ଥାଆନ୍ତା ।
ଆପଣଙ୍କ ମତାମତ