ଉଚ୍ଚାଟ ହୁଏ ଭ୍ରମର ସେ ପୁଷ୍ପ ବାସରେ ଉଡି ବୁଲେ ଫୁଲରୁ ଫୁଲକୁ ମଧୁର ଗୁଞ୍ଜନରେ ଉଚ୍ଚାଟିତ ପୁଷ୍ପର ଉତ୍ତେଜନାକୁ ପ୍ରଶମିତ କରି ଆଶ୍ୱସ୍ତ ହୁଏ ପୁଣି ପରମ ପ୍ରଶାନ୍ତିରେ
ମାତେ, କଣ ତମର ଦୁଃଖ ? ଫେଡ଼ି କୁହ । ଦୁଃଖ ତୁମର ନିଶ୍ଚୟ ଲାଘବ ହେବ ।
ଧାଇଁଲି ମୁଁ ଦେବତାର ପାଶେ ଧଡ଼ କରି କବାଟ ଟା ଖୋଲିଦେଲି ଦେବତା ଟା ପିଶାଚ ପରି ଜିଭ ଲହଲହ କରି ଟାଣି ନେଲା ମୋତେ ରକ୍ତ ଶୋଷିବାକୁ ।
ଭୟ ଅଟେ ଜୀବନର ଏକ ଅଭୂଲା ଉପହାର ଯିଏ ବୁଝିପାରେ ସିଏ ଗଢେ ନିଜଭାଗ୍ୟର ଗାର [୫]
ମୋହ କି ଜଣା ମୋତେ ଲୋଭ ଅଜଣା କିବା ତ୍ୟାଗ କିବା ଆଶା ଭରା ଯନ୍ତ୍ରଣା ଗର୍ବ ଅହଂକାରୁ ଉର୍ଦ୍ଧ୍ଵ ତୁମ ପାଇଁ ଚାତକନା ଚାଲୁଛି ଚାଲିବି ସାଥି ଏ...
ନା ଯିବି ନିର୍ଦୋଷରେ ଖଲାସ ହୋଇ ଉଡିଜିବି ମୁକ୍ତ ପ୍ରେମ ପକ୍ଷୀଟିଏ ହୋଇ
ଆଦ୍ୟାଶକ୍ତି ମାଁ ଦୂରୁଗାଙ୍କୁ ଲୋକେ ମାନନ୍ତି ପବିତ୍ର ମନେ, ମହିଷାସୁର ଓ ଦୁଷ୍ଟ ଦଶାନନ ମରିଥିଲେ ଏହି ଦିନେ ।
ଚାଷ କାମ ଯାହାର କେଡେ ସୁଖ ତାହାର । ମୁଁ ତ ଆଗେ ପାଠ ପଢ଼ି ପଛରେ କିଛି କରିବାକୁ ଚାହୁଁଥିଲି । ମାତ୍ର ମୋ କଥା ନ ରହିବାରୁ...
ମୁଁ ତ ଏବେ ବନ୍ଦୀ ମୁକୁଳିବାର କିଛି ବି, ଜୁ ନାହିଁ କି ବାଟ ନାହିଁ ।
ସେ ଯୁବ ସେବାୟତ ମୋ କଥା ଶୁଣି ରାଗିଯାଇ କହିଲେ, "ସେମିତି ହେଲେ ଇଂଜିନ୍ ରିସ୍କ୍ ମୁଁ ନେବି ନାହିଁ ।"
ଆପଣଙ୍କ ମତାମତ