କବିତା

ସଚ୍ଚୋଟ

Rajat Kumar Jena's odia poem Sachhot

ଧାଇଁଲି ମୁଁ
ଦେବତାର ପାଶେ
ଧଡ଼ କରି କବାଟ ଟା ଖୋଲିଦେଲି
ଦେବତା ଟା ପିଶାଚ ପରି
ଜିଭ ଲହଲହ କରି
ଟାଣି ନେଲା ମୋତେ ରକ୍ତ ଶୋଷିବାକୁ ।

ସଚ୍ଚୋଟ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସେହି ଜଳରେ ସ୍ନାନ ସାରି
ଯା’ର ପ୍ରତି ବୁନ୍ଦା ଜଳ ଗଙ୍ଗା ପରି

ଧାଇଁଲି ମୁଁ
ଦେବତାର ପାଶେ
ଧଡ଼ କରି କବାଟ ଟା ଖୋଲିଦେଲି
ଦେବତା ଟା ପିଶାଚ ପରି
ଜିଭ ଲହଲହ କରି
ଟାଣି ନେଲା ମୋତେ ରକ୍ତ ଶୋଷିବାକୁ ।

ସେହି ଜଳରେ ସ୍ନାନ ସାରି
ଯା’ର ପ୍ରତି ବୁନ୍ଦା ଜଳ ଗଙ୍ଗା ପରି

ବସିଲି ମୁଁ
ଆହାରର ଆଶେ
ଦାତା ଯେ କ୍ଷୁଦାର୍ତ୍ତର ମୁଖାପିନ୍ଧି
ହାତ ବଢ଼ାଇଲା
ଅର୍ଥ ଲାଳସାରେ
ଖାଦ୍ୟ ନେଇ ମୋର ଭୋକ ମେଣ୍ଟାଇବାକୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top