ସାମନ୍ତମାନେ ଲୁଗା ଖୋଷଣି ଖସିଯିବ ବୋଲି ଅଣ୍ଟାରେ ଗୋଟିଏ ଗୋଟିଏ ଗିନି ମାରି ବୁଲୁଥିଲେ ଏବଂ ରାସ୍ତାରେ କେହି ଲୋକ କିଛି ମାଗିଲେ, ଭ୍ରୁକ୍ଷେପ ନ କରି ତାହା ତାକୁ...
ମୁଁ ସେହି ଅଧରା ପକ୍ଷୀ ଖୋଜି ଖୋଜି ବେଳ ଉଣ୍ଡି ପାଖକୁ ଆସିଛି ଏବେ ତୋର ଫେରିବାର ପାଳି !
କାରଣ ତମେ ଥିଲ ସକଳ ସ୍ପୃଶ୍ୟତାର ସୁବର୍ଣ୍ଣ ପ୍ରତିମା ଆଉ ମୁଁ. . . !
ଅଭିନୟ ଗୁଣଟିର ବଳୀ ଦେଇ ଦେବନି ଝିଅ ।
ଯେଉଁଠାରେ ନାରୀ ଜାତିକୁ ପୂଜା କରାଯାଏ, ସେଠାରେ ଦେବତା ବିହାର କରନ୍ତି ।
କେବଳ ବାର୍ଦ୍ଧକ୍ୟ ନା ଆଉ କିଛି, କଣ ହୋଇପାରେ ତାଙ୍କ ଅସହାୟତାର କାରଣ । ଏପ୍ରଶ୍ନ ବି ନିଜକୁ ପଚାରି ଚାଲିଥିଲେ ସେ ।
ତୁମେ ଆସିଲ ମୋ ଯାତ୍ରାର ପ୍ରାରମ୍ଭରେ, ଶ୍ରାବଣର ବର୍ଷା ବିନ୍ଦୁପରି ଢାଳି ହୋଇପଡ଼ିଲି ମୋ ନିର୍ଜୀବ ସ୍ୱପ୍ନମାନଙ୍କ ଉପରେ ।
ଅଭୟ ତୁ ଦେଉ ସନ୍ତାନେ ତୋହର ବଞ୍ଚାଇ ନପାରେ, ତୁ ଜୀବନ କନ୍ୟାର ମାତା କହି ତୋତେ ପୂଜେ ସଂସାର ନାରୀ କୁ ମଣଇ ପିତୁଳା ମାଂସର ।।
ଆକାଶରେ ଏତେ ଏତେ ତାରା ମିଞ୍ଜି ମିଞ୍ଜି କରୁତ ଥାଆନ୍ତି ଆଖି ମିଟି ମିଟି କରୁଛନ୍ତି ତ ସେମାନେ ରୋମାଞ୍ଚକୁ ତୁମ ନେଇଛନ୍ତି ତ ଚୋରାଇ ଅନୁଭବ କରେ ମୁଁ...
ଚନ୍ଦନସମ ଶୀତଳତା ଭରିଦେଇ ମଥାରେ କୁଢେଇନେବାକୁ ଗୋଟେ ଜନ୍ମର ଅବଶେଷ ।
ଆପଣଙ୍କ ମତାମତ