ଠିକ୍ ସେହି ନିଆଁ ଦିନେ ପୁଣି ଜଳିବ, ଜୀବନର ସୂର୍ଯ୍ୟାସ୍ତ ପରେ ପରେ ।
ଆରେ ଝିଅ, ବିଧିର ବିଧାନରେ ତୋ ଭଳି ମଲ୍ଲିମାଳଟିଏ ଯୋଗାଡ଼ କରି ଏ ବୃଦ୍ଧ ମାଙ୍କଡ଼ ତ ନିଜ ବେକରେ ପକାଇସାରିଛି, ଏବେ ଆଉ କରାଯିବ କ'ଣ ? ମୋ...
ନୂଆଁଖାଇଠାରୁ ବାସି ତିଆସି ତା'ପର ପରର ଦିନ, ବଳିଯାଇଥିବା ଖାଦ୍ୟ ଆକଣ୍ଠ ଖାଇଥାଏ ରାତିଦିନ ।
ପ୍ରଜାମାନେ ଭୁଲ୍ କଲେ ରାଜା ତା'ର ବିଚାର କରିବେ । ରାଜା ଯଦି ନିଜେ ଅପରାଧୀ ବିଚାର କରିବ କିଏ ?
ଦରକାର ହେଲେ ଆଙ୍ଗୁଠି ବଢ଼େଇ ଦିଏ । ତା'ର ପୁଅ ମଧ୍ୟ କଷ୍ଟେ ମଷ୍ଟେ ତୃତୀୟ ଶ୍ରେଣୀ ଯାଏ ପଢ଼ିଥାଏ । ମଙ୍ଗଳୁର ଜମିବାଡ଼ି କିଛି ଥାଏ । ସେଥିଲାଗି...
ସଦାବେଳେ ଭଲ ଆଚରଣ କରି ସତ୍ୟ ବଚନ ହିଁ କହିବା ନାରୀଙ୍କୁ ଉଚିତ ସମ୍ମାନ ଦେଇକି ରାମ ରାଜ୍ୟ ଆମେ ଗଢ଼ିବା ।
କ'ଣ ହେ, ଆମକୁ ନ ପଚାରି ଡାକ୍ତର ଆଣି ଧାଇଁଛ, ଏ ରୋଗକୁ ଡାକ୍ତର ତ ଡାକ୍ତର, ଡାକ୍ତରର ବାପା । ପିତାସୁଣୀ ପବନ ଲାଗିଛି ।
ଯିଏ ଇଣ୍ଡୋନେସିଆର ରାଜା ସୁକର୍ଣ୍ଣଙ୍କୁ କୋଠା ଉପରୁ ହେଲିକ୍ୟାପଟର୍ ସାହାଯ୍ୟରେ ଶୂନ୍ୟେ ଶୂନ୍ୟେ ଉଠାଇ ନେଇ ସୁରକ୍ଷା ଦେଇଥିଲେ ତାଙ୍କୁ ଏ ଘଟଣା କି ମାତର !
ବେପରୁଆ ରିକ୍ସା ଚଳାଇବାର ଲକ୍ଷଣ ସ୍ପଷ୍ଟ ବାରି ହୋଇ ଯାଉଥିଲା ତା'ର ଖିଆଲି ମନର ଭାବନାରୁ । ଏସବୁର ଉତ୍ତର ଗୋଟିଏ ଥିଲା, କେବଳ ଆନନ୍ଦଜନିତ ଆତ୍ମହରା ।
ହେ ମିଛ ଚୁମ୍ୱନର ନାୟକ ଥରେ ହାତରେ ବେଲୁନ୍ ଧରି ଆସ । ରାହା ଧରି ଥିବା ପୁଅ ମୋର ତୁନି ପଡ଼ିଯାଉ ମୁହଁରୁ ଲିଭିଯାଉ କଳାଦାଗ ।
ଆପଣଙ୍କ ମତାମତ