ପୁଅ ଖାଲି ବ୍ୟବସାୟରେ ଆର୍ଥିକ ଦୁର୍ଗତିକୁ ଟାଣି ଆଣି ନ ଥିଲା କୁସଙ୍ଗରେ ପଡ଼ି ନାନା ନିଶା ଓ ମାଦକ ଦ୍ରବ୍ୟ ସେବନରେ ପୁରାପୁରି ଅଭ୍ୟସ୍ତ ହୋଇ ଯାଇଥିଲା ।
ମୁଁ କବି ମୋର ପ୍ରାଚୁର୍ଯ୍ୟର ପ୍ରୟୋଜନ ନାହିଁ । ମୋତେ କେବଳ ଭଲ କବିତା ଲେଖିବାକୁ ପ୍ରେରଣା ଦିଅନ୍ତୁ ।
ସାମନ୍ତମାନେ ଲୁଗା ଖୋଷଣି ଖସିଯିବ ବୋଲି ଅଣ୍ଟାରେ ଗୋଟିଏ ଗୋଟିଏ ଗିନି ମାରି ବୁଲୁଥିଲେ ଏବଂ ରାସ୍ତାରେ କେହି ଲୋକ କିଛି ମାଗିଲେ, ଭ୍ରୁକ୍ଷେପ ନ କରି ତାହା ତାକୁ...
ମୁଁ ସେହି ଅଧରା ପକ୍ଷୀ ଖୋଜି ଖୋଜି ବେଳ ଉଣ୍ଡି ପାଖକୁ ଆସିଛି ଏବେ ତୋର ଫେରିବାର ପାଳି !
କାରଣ ତମେ ଥିଲ ସକଳ ସ୍ପୃଶ୍ୟତାର ସୁବର୍ଣ୍ଣ ପ୍ରତିମା ଆଉ ମୁଁ. . . !
ଅଭିନୟ ଗୁଣଟିର ବଳୀ ଦେଇ ଦେବନି ଝିଅ ।
ଯେଉଁଠାରେ ନାରୀ ଜାତିକୁ ପୂଜା କରାଯାଏ, ସେଠାରେ ଦେବତା ବିହାର କରନ୍ତି ।
କେବଳ ବାର୍ଦ୍ଧକ୍ୟ ନା ଆଉ କିଛି, କଣ ହୋଇପାରେ ତାଙ୍କ ଅସହାୟତାର କାରଣ । ଏପ୍ରଶ୍ନ ବି ନିଜକୁ ପଚାରି ଚାଲିଥିଲେ ସେ ।
ତୁମେ ଆସିଲ ମୋ ଯାତ୍ରାର ପ୍ରାରମ୍ଭରେ, ଶ୍ରାବଣର ବର୍ଷା ବିନ୍ଦୁପରି ଢାଳି ହୋଇପଡ଼ିଲି ମୋ ନିର୍ଜୀବ ସ୍ୱପ୍ନମାନଙ୍କ ଉପରେ ।
ଅଭୟ ତୁ ଦେଉ ସନ୍ତାନେ ତୋହର ବଞ୍ଚାଇ ନପାରେ, ତୁ ଜୀବନ କନ୍ୟାର ମାତା କହି ତୋତେ ପୂଜେ ସଂସାର ନାରୀ କୁ ମଣଇ ପିତୁଳା ମାଂସର ।।
ଆପଣଙ୍କ ମତାମତ