ତମ ନୀରବତା - ଜହ୍ନରାତି ସମୁଦ୍ରର ଢେଉ - ମୋ କାକଳି ପାଇଁ ଜୀଇଁ ଥାଉ - ଜୀଇଁ ରହିଥାଉ ତମ ନୀରବତା ଜହ୍ନରାତି ।
କେବେ କେବେ ମୁଁ ଦୁଇ ଭାଗରେ ବାଣ୍ଟି ହୁଏ ଉପର ହିସ୍ସା ଗୋଟେ ଗାଈ ଆଉ ତଳ ହିସ୍ସା କଅଁଳ ଘାସରେ ବଦଳିଯାଏ ।
ହଁ ହଁ ସେ ଦେବୀ ମରିଯାଇଛି ଆଉ ତାକୁ ତୁମେମାନେ ହିଁ ମାରିଦେଇଛ ।
ସାଗର ମଥାରେ ଗୋଟିଏ ଚୁମ୍ବନ ଦେଇ ତା କେଶରାଜି ସହ ଖେଳିବାକୁ ଲାଗିଲା ସ୍ୱପ୍ନା ।
ସାର୍ବଭୌମତାର "ସ" ଅକ୍ଷର ବୁଝୁ ନ ଥିବା ସାମାଜିକ ଏକତାର ଭକ୍ଷକମାନେ ଆଜି ନିଜେ ନିଜେ ସନାତନର-ରକ୍ଷକ
ରମେଶବାବୁ ଭାବୁଥିଲେ କେବେ ଏସବୁ ନିଶା ଦ୍ରବ୍ୟ ଦେଶରେ ବ୍ୟାନ୍ ହେବ ଆଉ ତାଙ୍କ ପୁଅ ପରି ବହୁ ଯୁବକ ଠିକ୍ ରାସ୍ତାକୁ ଆସିବେ ।
ହେଲେ ଏବେ ଏ କଳି ଯୁଗରେ ଅଜସ୍ର ଭଣ୍ଡମାନେ ଏଠି ତୁମ ପରି ରୂପ ଧାରଣ କରି ବଂଶୀରେ ବେସୁରା ସ୍ୱର ଦିଅନ୍ତି ଭରି ।
ଦୂର ବାଟ ଚାଲିବାକୁ, ଲୋଡ଼ା ନାହିଁ ବଳ , ଲୋଡ଼ା ଅଛି ତ' କେବଳ ଦୃଢ଼ ମନୋବଳ, ସେ ବାଟ ଯେ', କେବେ ସରୁ , ଚାହିଁବି ମୁଁ ନାହିଁ...
ଏକ ଦାମୀ ପାର୍ଲରରେ ଚେହେରାକୁ ଏକ ଖାସ୍ କରିବାକୁ ଚେଷ୍ଟା କଲା, ଜିମ୍ରେ ଆଡ଼ମିଶନ ବି ନେଲା ।
ବର୍ଷା ମୂର୍ଚ୍ଛନାରେ ଶୁଭେ ତୁମ ନାମ ସ୍ପନ୍ଦନ ବଢ଼ାଇ ଦିଏ । ବର୍ଷା ଚାଲିଗଲେ ଶାନ୍ତ ପଡିଗଲେ ମନ ଖାଲି ଝୁରିହୁଏ ।।
ଆପଣଙ୍କ ମତାମତ