ଡୁବି ସାରି ଥାଏ ଛୋଟ ଝିଅ ମାନା ହାତ ମୁଠାରେ ନେଇ ବଡ଼ ପ୍ରତୀକ୍ଷାକୁ ।
ମନରେ ମନରେ ଚନ୍ଦନ ବନର ମହକ ଛୁଟାଇ ମତୁଆଲା ଗୀତର ସୁର -ଲହରୀ ଧରିଥିବା ବୁଲବୁଲ ସିଏ
ଜାଣିଛ କି ତୁମେ ? ଏ ଜୀବନ ସଂଗ୍ରାମରେ, ଏକାକୀ ସୈନିକ ମୁଁ,
ସମୟ ! ତୁମ ଆଉ ମୋ ଭିତରେ ଅସୀମ ବବଧାନ ଘୁଞ୍ଚି ଚାଲିଛି ଦୂରକୁ ଦୂରକୁ ।
ହଁ. . . ଶବ ଡ୍ରେସ୍ ହେଉ କି ରିଜେକ୍ଟ ମାଲ୍ ହେଉ, ଶସ୍ତା ତ ! ଆମେ ଗରିବଗୁଡ଼ା ଶସ୍ତା ଜିନିଷ ଚାହୁଁ ।
କେବେ ଦ୍ରୋପଦୀ ପୁଣି କେବେ ତୁମେ ସୀତା ଭଗନୀ,ଦାମିନୀ,ଜନନୀ ହୋଇ ଢାଳିଥାଅ ତୁମ ମମତା ସକଳ ସୁଲକ୍ଷଣୀ ତୁମେ ସତୀ ପୁନିତା
ଦେଖୁଚି କାଳିଆ ଜାଣୁଛି କାଳିଆ ହୃଦୟର ଏଠି ଏତେଟା ଆଦର ନାହିଁ ଭାବୁଛି ଭକ୍ତକୁ କହିବ ଯାଇ ସେ
ବୋଉ ବାରମ୍ବାର ପାଟି କରି କହୁଥାଏ ଯାଆନା, କଥା ଶୁଣିବନି ପିଲାଟା, କେଡେ ଅଣ୍ଡିରାଚଣ୍ଡି ଝିଅଟା ସତେ ।
ଏତିକି ଟଙ୍କାରେ ଏବେ ଘର ତ ଚଳୁନି, ଆଗକୁ କେମିତି ଚଳିବ?
ତେଣୁ ସେ ସାଧୁଙ୍କ ସାନିଗ୍ଧତା ପାଇବା ଆଶାରେ ଦିନ ରାତି ସାଧୁ ସତ୍କାର କରିବାରେ ଲାଗିଲେ । ଏମିତିକି ଦିନେ ଏକାନ୍ତରେ ଛୁଆ ହେବା ଆଶା ଦେଇ ସାଧୁ ମାଳତୀକୁ...
ଆପଣଙ୍କ ମତାମତ