କାଳୁବାବୁ ଅଙ୍କଲ୍ କ'ଣ ଆତ୍ମନିର୍ଭରଶୀଳ ସୁପୁରୁଷ ନୁହଁନ୍ତି । ଅସୁବିଧା ଭିତରେ ତାଙ୍କର ବୟସ ଟିକିଏ ବେଶି ହୋଇଯାଇଛି । ତୋର ବି କେଉଁ ବୟସ ବସିରହିଛି !
ଲକ୍ଷ୍ମୀଧର ମହାନ୍ତି ଓ କନିକା ରାଜା ଏହି ଦୁଇଜଣ ଅଣକଂଗ୍ରେସ ସଭ୍ୟ ଉତ୍କଳ ସମ୍ମିଳନୀର ବ୍ରଜସୁନ୍ଦର ଦାସ ପ୍ରମୁଖ ଅନ୍ୟ କେତେକ ସଭ୍ୟ ପାଟନା ଯାଇ ସାଇମନ କମିଶନଙ୍କୁ ଭେଟି...
ପର୍ବତପ୍ରମାଣ ସୁନାଠୁ ସହସ୍ର ଗୁଣ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ । ଯାହା ଦେଖିଲି, ତାହା ହେଲା ଆପଣଙ୍କ ଅଶ୍ରୁ । ସେ ଅଶୁଭ ବ୍ୟାଖ୍ୟା ଦିଅନ୍ତୁ- ନ ହେଲେ ମୁଁ କମ୍ୱଳ...
ଶୁଭ ଭାଇ.. ! ବିଳପି ଉଠିଲା ମୁକ୍ତା । ଏମିତି ଅଶୁଭ କଥା ତୁଣ୍ଡରେ ଧରି ମୋତେ ଆଘାତ ଦେବାକୁ ଚାହୁଛ ନା ?
ବୟସକୁ ମିଥ୍ୟା ପ୍ରମାଣିତ କରି ହୁଏ ନାହିଁ ମୁହଁର ଛାପରେ ତାହା ସ୍ପଷ୍ଟ ଦେଖା ଯାଏ ଯୋଗ କର, ଭଲ ଖାଅ , ଚୁଟି ରଙ୍ଗ କର
ପ୍ରଶାନ୍ତ ସବୁବେଳେ ଡାକ ଡବାଟିକୁ ହାତମାରିଥାଆନ୍ତି କାଳେ ଆଉକିଛି ଚିଠିଆସିଥିବ । ମେହେକର ଛୁଆ ଦୁଇଜଣ କିଛି ବଡ ହୋଇଗଲେଣି।
ଆଜି ନ ପାଏ ତୁମକୁ ଫଗୁଣେ ଫଗୁର ରଙ୍ଗରେ ନୀରେ ଇନ୍ଦୁ ପ୍ରତିବିମ୍ବରେ ବ୍ୟଙ୍ଗ କବିର ସୁପ୍ତ ସଙ୍ଗୀତେ ପ୍ରତି ପାଦେ ପ୍ରତି ଛନ୍ଦରେ ।।
ମନ ନାହିଁ କିମ୍ୱା ଦେହ ନାହିଁ, ସ୍ୱପ୍ନ ସବୁ ବି ବନ୍ଧା ପଡ଼ିଛି ଅନ୍ୟ କାହା ପାଖରେ । ସତୀ ସୀତା ପ୍ରତିଦିନ ଜଳିଯାଏ ଯଉତୁକ ଜୁଇରେ ।
ଚିତ୍କାର କରି ଉଠିଲେ ସତ୍ୟପ୍ରିୟ । ପାଖ ଚାମ୍ବରରୁ ଉଠି ଆସିଲେ ଅନ୍ୟମାନେ । ଚମକି ପଡିଲେ ସତ୍ୟପ୍ରିୟ ।
-ଚାନ୍ଦରୁ ଦାଗକୁ ଆଣିଛ ବୋଳି ନହେଲେ, ରୂପ ଲାବଣ୍ୟରେ କେଜିତି ପାରି ?
ଆପଣଙ୍କ ମତାମତ