ହଁ, ଯୋଉ ଆଖି ସହ ମୋ ଆଖି ମିଳନ ହବାର ଥିଲା, ସେ ଆଖି. . . ଏ ଆଖି ନୁହେଁ, ଏ ଆଖିରେ ନାହିଁ
ମୃତ୍ୟୁ ଆମ ପରମ ମିତ୍ର ଲାଭ ଫଳର ଆଶାକୁ ଛାଡ଼ ହେ ମିତ୍ର !
ବାପା ମାଆଙ୍କର ଅଳିଅଳୀ ସିଏ ଭାଇ ପାଇଁ ସେ ଯେ ଜଗତଜୀତା ଦୁହିତା. . . ଦୁଇ କୂଳକୁ ସେ ହିତା ।।
ଦୁର୍ବିସହ ଜୀବନଯାତ୍ରାରେ ସ୍ତ୍ରୀର ସହଭାଗିତା ତାଙ୍କ ପାଇଁ ଆଜି ବି ସ୍ମରଣୀୟ ହେଇ ରହିଚି । ସୁଲୋଚନା ତ ଖାଲି ସ୍ତ୍ରୀ ନଥିଲା ବରଂ ଧୁ' ଧୁ' ମରୁବାଲିରେ ମୁନ୍ଦେ...
ତୁମେ କିନ୍ତୁ, ଜୀବନର ଧାରା ଯାହା ବରଷା ଏ ଅମୃତ ପିଆଲା,
ସ୍କୁଲ ଫେରନ୍ତା ଝିଅ, ପୁଅକୁ ନିରେଖିଲେ ବନ୍ଧୁ ପଚାରନ୍ତି କାହାକୁ ଖୋଜୁଛ । ସ୍ମୃତିନାମ୍ନୀ ଝିଅଟି ସେଠାରେ ନଥାଏ କିମ୍ୱା ସ୍ମୃତିର ରୂପ ନେଇ କେହି ବି ନଥାନ୍ତି ।
ଲୋଡ଼ା ହୁଏ ଅଜସ୍ର ତପସ୍ୟା କରିବାକୁ ହୁଏ ଅନ୍ତହୀନ ପ୍ରତୀକ୍ଷା ପ୍ରୀତିକୁଞ୍ଜରେ ଦେବାକୁ ହୁଏ ବାରମ୍ୱାର ଅଗ୍ନି ପରୀକ୍ଷା
ମୁଁ କିନ୍ତୁ ସେମିତି ନିରବ ନିଶ୍ଚଳ ନିର୍ଜୀବ ଦାରୁ ପରି ତୁମ ମନସ୍କ ହୋଇ ଛିଡ଼ା ହୋଇଥିଲି,
ଘୋଡ଼ୀ ହେଇଗଲ କିଲୋ ଛତରଖାଇ । ମୁହଁରେ ବାଡ଼ବତା ନାହିଁ । ବାଉରିସାହିର ମୁରବି କ'ଣ ମଶିଣିପଦାକୁ ଗଲେଣି ଯେ. . . ବେମୁରବା ହେଇ, ଏଡେ଼ ହେଁ ହେଁ...
ଜିତୁ ଫେରି ଆସୁଥିବା ଦେଖି ଶିକ୍ଷକ ଏକ ପଳାଶ ବୁଦା ଉହାଡ଼ରେ ଲୁଚି ଗଲେ । ଜିତୁ କିନ୍ତୁ ଏକଥା ଜାଣି ପାରିଲା ନାହିଁ ।
ଆପଣଙ୍କ ମତାମତ