ସୁବଳ ସାନ୍ତରା ଚଅଁର ହଲାଇ ନାଚ ଆରମ୍ଭ କରେ- କିଏ ହେବ ମା' ମୋର କିଏ ହେବ ଖୁଡ଼ୀ, ହୁଳହୁଳି ନ ଦେଲେ ଲୋ' ହେବ ଆଣ୍ଠୁକୁଡ଼ୀ ।
ଗାର ଡେଇଁଗଲେ ଭୋଗିବାକୁ ହେବ ବନବାସ ଚଉଦ ବରଷ ନିଆଁରେ ପୋଡ଼ି, ମାଟିରେ ହଜିଲେ ବି ଲିଭିବ ନାହିଁ ଅସତୀର କଳଙ୍କ ।
ଯୁଗଯୁଗ ଧରି ପ୍ରତିଭାମାନଙ୍କୁ ହତ୍ୟା କରୁଥିବା କଳଙ୍କିତମାନଙ୍କୁ ଯେତେବେଳେ ଚିହ୍ନଟ କରାଯିବ ସେତେବେଳେ ଆପଣଙ୍କ ଆଡ଼କୁ କେବଳ ଅଙ୍ଗୁଳି ନିର୍ଦ୍ଦେଶ କରାଯିବ ।
ଗାଣ୍ଡୁଆଏ ମାଟି ମୁଣ୍ଡକୁ ଟେକିଲେ କେତେ ଝାଳ ବୁହେ, ଖଣ୍ଡେ ପଥର ଗୁଣ୍ଡ କଲେ କିପରି ଷୋଳ ଶିରା ଦୁହିଁ ହୋଇଯାଏ- ଏ ପ୍ରାଣର ବ୍ୟଥା ସମସ୍ତଙ୍କୁ ଏକାପରି ଜଣାଥିଲା
ତୁ ତ ଘରେ କିଛି କାମ ପାଇଟି କରିବୁ ନାହିଁ, ଭାତ ରାନ୍ଧିବୁ ନାହିଁ, ସବୁ କଥାରେ କଳି କରିବୁ, ସେଥିଲାଗି ଆଉ ଗୋଟାଏ ବୋହୂ ଆସୁଛି ।
ତୁମେ ଗୁହାରି କରିବ ଯାହାକୁ ମୁଁ ଜୁଆଁଇ କରିଛି ତାହାକୁ ।
ଏଗୁଡ଼ାକ ବାହାରକୁ ସପ୍ଲାଏ ହଉଚି । ଆମ ରାଜ୍ୟରେ ୟା'ର ମୂଲ କେହି ବୁଝନ୍ତି ନାହିଁ । କଲିକତାରେ ୟା'ର କୁଇଣ୍ଟାଲ ଚଉଦଶହ ଟଙ୍କା । ଯଦି ପୁରା ଶୁଖିଲା...
ମୁଁ ସିନା ପ୍ରଭୁଙ୍କର ଦର୍ଶନ ପାଇ ପାରିଲି ନାହିଁ କିନ୍ତୁ ଦିନେ ନା ଦିନେ ପ୍ରଭୁ ତୋର ଏହି ଭଙ୍ଗା କୁଡ଼ିଆକୁ ଆସିବେ ତୋତେ ଦର୍ଶନ ଦେବା ପାଇଁ ।
ଓଃ ! ମୋର ସରିଯାଇଛି ପିଲାଦିନ ପାଦୁକ ଓ ବେଲପତ୍ର ବଦଳରେ ବାପା କ'ଣ ଦେଇଥାନ୍ତେ ମୋତେ କୋକାକୋଲା ଚକୁଳି ବଦଳରେ ପିଜା ।
ଡାହା ମିଛ ଏହା ଚାଷୀ ମରୁନି କେବେ ବିରୋଧୀଙ୍କ ବିଧିବଦ୍ଧ ଚାଲବାଜି । ଚାଷୀ ମରୁଥିଲେ ଓଡ଼ିଶା କିପରି ତେବେ କୃଷି କର୍ମଣ ପୁରସ୍କାର ପାଏ ଆଜି ।।
ଆପଣଙ୍କ ମତାମତ