ନିରଳଶ ଭାବେ ଝର ଝର ଝରେ ଝରଣା ଟିଏ ଧୀର ମୃଦୁ ଧାରେ କଳ କଳ ନାଦେ ଝରୁଛି ସିଏ ।
ଯେତେବେଳେ ମୋ ନିଦ ଭାଙ୍ଗିଲା ଜାଣିଲି ଏହା ଏକ ସ୍ୱପ୍ନ ଥିଲା, ସ୍ୱପ୍ନ ବି ଏତେ ଭୟଙ୍କର ସତ କହିପାରେ ମୋ ହେତୁରେ ନ ଥିଲା ।
ଭବିଷ୍ୟବାଣୀର ସହଚର୍ଯ୍ୟର ସ୍ଥାୟୀତ୍ୱ ଦିଗରେ ଟିପ୍ପଣୀ ନ ଥିଲା । ଅତଏବ ତାହା ଘଟିଲା ମୁହୂର୍ତ୍ତକ ପାଇଁ ଛେଳି-ମାନବ-ଜିପ୍-ଘଟିତ ବ୍ୟାପାରରେ ।
ଲାଗୁଛି ତମେ ଉଭେଇ ଯାଉଛ ସମୁଦ୍ର ଭିତରେ, ଭଟ୍ଟା ପରି ନୀରବରେ ।
ଆଖିରେ ପିନ୍ଧାଏ ରଙ୍ଗୀନ ଚଷମା କୋଇଲିର ମିଠା ସୁର ଆଣେ ଜୀବନରେ ଅନେକ ପ୍ରେରଣା ବର୍ଷରେ କେଇଦିନ ?
ଆଜି ତମ ଯୁଗରେ ମୁଁ ତମ ଘରେ ତମ ସହ କେଉଁ କାଳରୁ ଖୁବ ଦୁଃଖରେ ଥିଲି ।
ମିଠା ବଂଶୀଟିଏ ହେବାପାଇଁ ଚାହୁଁଥିଲା ସିଏ ମୋ ସଙ୍ଗୀତର ଚାହୁଁଥିଲା ହେବାପାଇଁ ରାଜହଂସୀଟିଏ ମୋ ସ୍ଵପ୍ନର ବର୍ଷାଟିଏ ହେବାପାଇଁ ଚାହୁଁଥିଲା ସେ ମୋ ମରୁଭୂମି ଜୀବନର ଶାୟାରୀଟେ ହେବାପାଇଁ ଚାହୁଁଥିଲା...
“ତୁ ଯାହା କଲୁକଲୁ, ଏବେ ବାପାଙ୍କୁ ଯାଇ ସବୁସତ କହି ନିଜଦୋଷ ସ୍ୱୀକାର କରି ଦେ’ । ମୋ ସୁନାଝିଅ, ଯା’ ସତ ମାନିଯା, କହିଦେ ।
ଜାଣେନା, ଏ ମାୟାର ସଂସାର କି ଆପଣେଇ ପାରିବ ତତେ ଏକ ଶୁଦ୍ଧ, ପ୍ରଫୁଲ୍ଲିତ ମନ ନେଇ ?
- ହଁ, ତମ ନାଁ ମୁଁ ତାଙ୍କ ମୁହଁରୁ ପ୍ରଥମେ ଶୁଣିଲି ଆଉ ସେ ବାଧ୍ୟ ହୋଇଗଲେ ମୋତେ ତମ ବିଷୟରେ ସବୁ କିଛି କହିବା ପାଇଁ ।
ଆପଣଙ୍କ ମତାମତ