ପ୍ରେମ ପାଇଁ ଆମେ ସାଇତୁଥିଲେ ଫୁଲ, ଚିଠି, ସ୍ୱପ୍ନଭରା ରାତି ଡାଇରୀ ଭର୍ତ୍ତି କବିତା ନିର୍ମାଲ୍ୟ ପରି ଲୁହ ।
ବାରମ୍ବାର ମୋ ମନକୁ ହତ୍ୟାକରି ଚାଲିଛ ସବୁ ସ୍ଥିତିରେ ମୁଁ ପାଲଟି ଯାଇଛି ଗୋଟେ ପରାଜିତ ଓ ଲାଞ୍ଛିତ ନାରୀ ।
ଭଂଗା ମନ ଧରି ଜୀବନ ନଉକା ବଢି ବଢି ଯାଏ ଆଗେ ।। ୧ ।।
ଗୋଟିଏ ଇଞ୍ଚ ବି ବାଧକ ସାଜଇ , ତୁମ ସେନାର ଚୟନ ପାଇଁ ଆଜି ପୁଅଟିର ମୋର ଅଧା ଶରୀରକୁ କେମିତି ନେବି ମୁଁ ବହି ।
ପାହାନ୍ତି ପହରୁ ବିଛୁରିତ ହେଉଥିବା ସିମେଇ, ପୁଲାଓର ବାସ୍ନା, ରଙ୍ଗ ବେରଙ୍ଗୀ ବସ୍ତ୍ର ସାଥେ ଚିକ୍ମିକ୍ ଚୂଡ଼ି,
ଆପଣଙ୍କ ମତାମତ