ଆପଣ ଏମିତି ଆପଣଙ୍କ ଲେଖନି ମାଧ୍ୟମରେ ସମାଜକୁ, ନାରୀ ଜାତିର ସମ୍ମାନ ଓ ଉତ୍ଥାନ ପାଇଁ ପ୍ରେରଣା ଦିଅନ୍ତୁ । ଆପଣଙ୍କ ଘରଟା କେଉଁଠି ମାଡାମ୍ ?
ଆଶିଷ ଭାବୁଥିଲା ବର୍ଷା ତା ଅଫିସ୍ ଆଫେୟାର ବିଷୟରେ କିଛି ଜାଣିନି ହେଲେ ବର୍ଷାକୁ ସବୁ ଜଣା ଥିଲା ।
ମୁଁ ବି ଠାରେ ସ୍ବପ୍ନ ଦେଖି ପକାଏ ଖୁବ୍ ଗୋଟାଏ ବଡ଼ ସଭାରେ ମୋ ବେକରେ ଉତ୍ତରୀୟ ପକା ଯାଉଚି । ହାତକୁ ବ୍ରୋଞ୍ଚଏ ମୋ କୃତୀ ଲିଖିତ ବଡ଼...
ଗୋଟିଏ କଂସର ସେଦିନ କରିଥିଲ ଦମନ ଆଜି ଏ ପୃଥିବୀ ଲାଗେ ମଥୁରା ସମାନ ପୁଣିଥରେ କଂସର ଦମନ ପାଇଁ ଆସ ଗୋ ତୁମେ କୃଷ୍ଣ ।
ଏବେ ଯଦି ଉଠି ପଡ଼ି ସିଟ୍ ଯାଚନା କରେ, ତାହେଲେ ସାମ୍ନା ସିଟ୍ର ପିଲାଟି ବୋଧହୁଏ ମୋ ଶରୀରରୁ ଚରିତ୍ର ନାମକ ଖୋଳପାଟିକୁ ଏଇଠି ଉତ୍ତାରି ରଖିଦେବ ।
ଇଞ୍ଜିନିୟର ଭଦ୍ରଲୋକ ପ୍ରୌଢ଼ ବୟସରେ ଦୁଇଟି କନ୍ୟା ସନ୍ତାନର ଜନନୀ ନିଜ ସରସ୍ବତୀଙ୍କୁ ଛାଡି ଯେଉଁ ଷ୍ଟେନୋ ଭଦ୍ର ମହିଳାଙ୍କୁ ବାହା ହୋଇ ପଡିଲେ । ସେ ଦେଖିବାକୁ କେମିତି...
ଜଣାନାହିଁ କେତେବେଳେ ଲିଭିଯିବ ସାରାବ୍ରହ୍ମାଣ୍ଡର ଏକମାତ୍ର ଜୀବନ୍ତ ଗ୍ରହ ସବୁଜ ସୁନ୍ଦର ଶାଦ୍ବଳ ପୃଥିବୀ ମଥାରୁ ସଧବାର ସିନ୍ଦୁର ଟୋପା !
କନ୍ଦର୍ପ କହିଲେ ଆପଣ ଯାହାକୁ ବୁଝନ୍ତି ଇଏ ନୁହେଁ ସେଇ ଭଦ୍ରଲୋକ ଫୁଲ ଶର, ରତି ଓ ମେନକାଙ୍କ ସହ ବାବୁଙ୍କ ଅପଡ଼ ।
ପୂଜ୍ୟ ପବିତ୍ର କୁମାର ଭାଇ ! ନୀଳ ଆକାଶରେ ତମେ ଧ୍ରୁବ ପ୍ରହଲ୍ଲାଦ ଜ୍ଞାନୀ ଗୁଣି ସାଧୁ ସନ୍ଥଙ୍କ ମଧ୍ୟରେ ତମ ଆତ୍ମା ଗଉରବ ।।
ତୁମର ବାଣୀ, ତୁମର ଆଶ୍ୱାସନା ଭରା ଆହ୍ୱାନ ଆଉ ତା'ସହ ଦୃଢ ଆତ୍ମବିଶ୍ୱାସ ଥିଲା ଆମ ସୈନ୍ୟମାନଙ୍କର ମନୋବଳ ବଢାଇବାର ମୂଳ ଶସ୍ତ୍ର ।
ଆପଣଙ୍କ ମତାମତ