ମୋ ଉଦ୍ଦେଶ୍ୟ ହେଉଛି ମୋ ଛାତ୍ରକୁ ମୁଁ ଦୁଇ ଚାରିଟା ଚଟକଣା ମାରି ସେ ଭାଇଙ୍କୁ ହାତ ଯୋଡି ଭୁଲ୍ ମାଗିବାକୁ କହିବି ଆଉ ତାପରେ ସେ ଯୁବକଙ୍କୁ ବୁଝାଇବି...
ତମର ମିଛ ମିଛ ରାଗ ଢେର୍ ସାରା ଅଭିମାନ ତମ ଓଠର ସେହି ଅମୃତବୋଳା ହସ ଆଉ ଆତ୍ମୀୟତାରେ (??) ଭର୍ ପୁର୍ ସେଇ ମାଦକ ଭରା ଚାହାଣି ।
ଦୁର୍ଲ୍ଲଭ ମାନସେ ଭିଆଣ କଲ ମାନବ ଜାତି ଅର୍ଦ୍ଧାଙ୍ଗରେ ପୁଂସ ବାମାଙ୍ଗେ ଅର୍ଦ୍ଧ ନାରୀମୂରତି !!
ନୃତ୍ୟରତ କେବେ ଗୀତ ଗୋବିନ୍ଦର ଅଭିମାନ ଭରା ଗୀତି ସାହିତ୍ୟରେ ସୋରିଷ ଫୁଲର ଜନଶୂନ୍ୟ ପଥେ କେବେ ତୁମେ ଥାଅ ସମୁଦ୍ର ପ୍ରାଙ୍ଗଣେ
ଅନ୍ଧାର ଆସିଲେ ଖସିପଡ଼େ ଆକାଶ, ଶୋଇପଡନ୍ତି ବନଗିରି, ପଶୁପକ୍ଷୀଗଣ ମାଆମାଟି ପଣତକାନିରେ, ସୂର୍ଯ୍ୟଙ୍କ ଡରରେ ଲୁଚିଥିବା ତାରାମାନେ ନାଚି ନାଚି ଗୀତ ଗାଆନ୍ତି ଜହ୍ନମାମୁଁ ପିଣ୍ଡା ତଳେ ତଳେ ।
ତାଜା ଫୁଲର ସୁବାସ ମହୁମାଛିକୁ ପାଗଳ ତ କରେ ଉଡିଆସେ ମହୁ ଚୋଷିବା ପାଇଁକି ତୁମ ରୂପର ସୁବାସ ପାଗଳ କରେ ମୋତେ ମହୁମାଛି ଭଳି ତୁମ ସୁଗନ୍ଧରେ
କେବେ ରାଧା ହୋଇ ଦେଖ.. ଅଧା ବି ତୁମେ..ଆଉ ଅଧା ବି ସେ !
ବୋଉର ଝୁଣ ଝୁଣ ଶବ୍ଦ, ଖୁସି ନ ଥିଲା ସେ ମୋତେ ଲୁଚେଇ ଲୁଚେଇ କାନ୍ଦୁଥିଲା । ତାର ଏ କାନ୍ଦ ଶୁଣି ମୋ ମନରେ ଏ ସବୁ ବିଚାର...
ଭାଗ୍ୟକୁ ଯଦି ଦୋଷ ଦେବି ନାହିଁ ତେବେ ଦଉଛି ଦୋଷ ନିଜକୁ, ହେଲେ ପ୍ରତାରଣାର ପ୍ରତିଯୋଗିତାରେ ଦଣ୍ଡିତ କରିବି କାହାକୁ ???
ଆରେ ନିଲୁ ଯେ ! ତୁ କେଉଁଦିନ ଆସିଛୁ ? ତୁ ନ ଆସିଥିଲେ ମୁଁ ତୋ ପାଖକୁ ଭୁବନେଶ୍ୱର ଯାଇଥାଆନ୍ତି । ଅନିର ବାହାଘର ପାଇଁ ତତେ ଛୁଟି...
ଆପଣଙ୍କ ମତାମତ