ଜନ୍ମଦିନର ମର୍ମ ନଥିଲି ଜାଣି ମୁଁ, ଯେଣୁ ଜନ୍ମିବା ଆଗୁ ମୃତ୍ୟୁ ଗରଭେ ଝରିଲି , ଏବେ ପାଇ ଅମୃତ ସ୍ପର୍ଶ ତୁମର ଏ ଦେହେ ମୁଁ ଗୋ ନବଜନ୍ମର...
ନ ହେଲେ, ବାକି ସାରା ଦୁନିଆଟା ପାଇଁ, ବେଦନାର ତୀବ୍ରତା ଯେ ଗୋଟେ ମନ୍ଦ ମନୋବୃତ୍ତି ବାହାନା , ଦର୍ଜ ଜର୍ଜରିତ ଅଶ୍ରୁଧାରଟା ତଦନୁରୂପ ଛଳନା , ସବୁକିଛି କେବଳ...
ଚାରିପାଦର କଳ୍ପନା ପସରା ମେଲାଇ ଆଗକୁ ଠୁକୁ ଠୁକୁ ଚାଲିବାର, ମନ୍ଥର ଗତିରେ ଆକାଶକୁ ଛୁଇଁବାର ନିଶା ଦ୍ରୁତଗାମୀ ସହଯାତ୍ରୀଙ୍କ ସଫଳତା ଆଗେ ଫିକା ପଡ଼େ, ଅଦମ୍ୟ ସାହସ ।
ପିଲାଟିର ଗୋଡ଼ କାଦୁଅରେ ଖସିଗଲା ଓ ସେ ପଡ଼ିଗଲା । ତାର ପିନ୍ଧିଥିବା ବସ୍ତ୍ର ପାଣି କାଦୁଅରେ ସରସର ହୋଇଗଲା ।
ଛୋଟ ବୀଜଟିଏ ଅଙ୍କୁରିତ ହୋଇ ହୋଇଥାଏ ମହାଦ୍ରୁମ ଛୋଟ ଜୀବଟିଏ ପିମ୍ପୁଡ଼ି ପାଇଁକି ହାତୀ ଭାବିଥାଏ ଯମ ।
ଜୀବନଟା ନ ଲାଗେ ସୁନ୍ଦର ଯା ହୃଦେ ନ ଥାଏ ଟି ପ୍ରେମ ଅଢେଇ ଅକ୍ଷରରେ ଗଢ଼ା ଏ ବାନ୍ଧି ରଖେ ସ୍ନେହ ବନ୍ଧନ ।।
ସତ ଏ କଥା ପ୍ରକୃତିର ନିଶ୍ଚୟ ସବୁ ରଙ୍ଗ ମିଶିଲା ପରେ ଅନ୍ଧାର ହିଁ ଆସେ ଖୁବ କଳା ଓ ଭୟଙ୍କର ହେଇ ।
"ସତେ ନା କ’ଣ ଅଜା ? ଆଚ୍ଛା, ଗଣିତ ଆଉ ମାଳିକାମ ଭିତରେ ସମ୍ପର୍କ କ’ଣ ? ତୁମେ ମାଳି ନା ବୈଜ୍ଞାନିକ ?"
କନ୍ୟା ସନ୍ତାନ ଲୋଡ଼ା ନାହିଁ କାହାର ବ୍ୟସ୍ତ ସଭିଏଁ ମୋତେ ମାରିବାରେ ମୁଁ କରିଛି କି ଅପକାର ବାରେ ତୁ ପଛକୁ ଫେର
ସଚେତନ, ସଂଯମତା ଆଚରୀ । ହାତକୁ ଧୋଇବା ସଯତ୍ନ କରି । ସଙ୍ଗରୋଧ ଗୃହେ ନିରାପଦ ହେବା । ସମାଜେ ଦୂରତ୍ୱ ରକ୍ଷା କରି ।।
ଆପଣଙ୍କ ମତାମତ