ପାନ ବିଷୟରେ ବର୍ଣ୍ଣନା କରିବା ମୋ ପକ୍ଷରେ ଧୃଷ୍ଟତା ମଧ୍ୟ । ସ୍ତ୍ରୀ ରୋଗ ଠାରୁ ଆରମ୍ଭ କରି ପୁରୁଷ ରୋଗ ପର୍ଯ୍ୟନ୍ତ ପାନର ଉପାଦେୟତା ଉପଲବ୍ଧି କରାଯାଇପାରେ ।
ସମ୍ପର୍କର ଅସୁବିଧା ପାଇଁ ପ୍ରଥମେ କ୍ଷମା ମାଗି ନେବାରେ କିଛି ଅସୁବିଧା ନାହିଁ – ନିଜ ମନ ହାଲୁକା ହେଇଯିବ – ପରେ ମତାନ୍ତରର କାରଣ ଉପରେ କଥାବାର୍ତ୍ତା କରି...
ଏହି ଜ୍ଞାନ ମୁଦ୍ରାର ଅଭ୍ୟାସ ଯିଏ କରେ ତାହାର ଜ୍ଞାନ ସହ ଆଧ୍ୟାତ୍ମିକତାର ବିକାଶ ଘଟେ । ଏହି ମୁଦ୍ରାଟି ମୁଦ୍ରାମାନଙ୍କ ଭିତରେ ପ୍ରଧାନ । ଏହା ମସ୍ତିସ୍କ ଏବଂ...
କନିଷ୍ଠା ଅଙ୍ଗୁଳି ଏବଂ ବୃଦ୍ଧାଙ୍ଗୁଳିର ଅଗ୍ରଭାଗର ସଂଯୋଗ କରିବା ସହିତ ସ୍ୱଳ୍ପ ମାତ୍ରାରେ ଚାପ ପ୍ରଦାନ କରିବା ଦ୍ୱାରା ଏହି ମୁଦ୍ରା ସମ୍ପାଦିତ ହୋଇଥାଏ । ଅନ୍ୟସବୁ ଆଙ୍ଗୁଳି ସିଧା...
ପ୍ରାଣ ମୁଦ୍ରା ଅଥବା କଫ କାରକ ମୁଦ୍ରା ମହତ୍ତ୍ୱପୂର୍ଣ୍ଣ ଉର୍ଜା (ବଳ ) ବର୍ଦ୍ଧନରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ଏବଂ ଜୀବନ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ
ମୁଦ୍ରା ହସ୍ତ ଏବଂ ଆଙ୍ଗୁଳିରେ ଏକ ନିର୍ଦ୍ଦିଷ୍ଟ ଭଙ୍ଗି ବା ଠାଣିକୁ ବୁଝାଏ ।
ଆୟୁର୍ବେଦରେ, ଆମ ଶରୀରକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇ ଥାଏ ଯଥା ବାତ, ପିତ୍ତ ଏବଂ କଫ (ସମ୍ବିଧାନ) । ଏହି ସଂରଚନାରେ ଯେ କୌଣସି ପ୍ରକାରର ବ୍ୟତିକ୍ରମ...
ଏହା ଏକ ଆତ୍ମ ଉପଚାର ଅଟେ । ରୋଗ ନ ହେବା ପାଇଁ ଏହା ଏକ ରକ୍ଷାଣାତ୍ମକ ପଦକ୍ଷେପ ହିସାବରେ ବ୍ୟବହାର ଉପଯୋଗୀ ଅଟେ ।
ପିଲାଟିଏ ଜନ୍ମରୁ ବୃଦ୍ଧ ହୋଇ ମରିବା ଯାଏ ଅର୍ଥାତ୍ ଏନ୍ତୁଡ଼ିରୁ ମଶାଣି ଯାଏ ହଳଦୀର ଆବଶ୍ୟକତା ଅପରିହାର୍ଯ୍ୟ । ପିଲାଟିଏ ପୃଥିବୀ ପୃଷ୍ଠରେ ଭୂମିଷ୍ଠ ହେଲା ପରେ ଶାସ୍ତ୍ର ଅନୁସାରେ...
ଆପଣଙ୍କ ମତାମତ