ମିଃ ଶର୍ମାଙ୍କର ଗୋଟିଏ ଦସ୍ତଖତ, ଆଉ ଆମେ ମୁକ୍ତ ଆକାଶର ବିହଙ୍ଗ ହୋଇ ଖୁସି ମନରେ ଉଡ଼ିଯିବା ପର ଝାଡ଼ି ।
ଯେବେବି ସନା ଦାଦା ଆସେ, ମା ମୋତେ ବାହାରକୁ ପଠାଏ , ବର୍ଷା ହେଉ କି ଖରା , ଶୀତ କି କାକର ।
ମୋ ଭାବନାଠୁ ଆହୁରି ଅଧିକ ଚମକ୍ପ୍ରଦ , ଅବିଶ୍ୱସନୀୟ ଭାବରେ ସତକୁ ସତ କବିତା ଫୋନ୍ରେ କହିଲା - ଦେଖ କଉ ପାର୍କ କି ମନ୍ଦିର ଯିବା ଦରକାର ନାହିଁ...
ହଁ - ଭଲ, ଛବି ଆଙ୍କିବା ପାଇଁ ଇଂଜିନିୟରିଂ ଶେଷବର୍ଷର ପରୀକ୍ଷା ନ ଦେଇ ମୁଁ ବାଙ୍ଗାଲୋର ଛାଡ଼ି ଏ ସହରକୁ ପଳାଇଆସିଲି । ଇଂଜିନିୟର ହେବା ଅପେକ୍ଷା ଜଣେ...
ନଈପହଁରିବା କଥା ଶୁଣିଲେ ବାପାଙ୍କଠୁ ଗାଳି ଶୁଣିବାକୁ ମିଳେ । ସେଥିପାଇଁ ସକାଳୁ ସକାଳୁ ରଜ ପିଠା ଖାଇ, ସାଙ୍ଗ ମାନଙ୍କୁ ନେଇ ବାହାରିଲା ନଈକୂଳକୁ ଦୋଳିରେ ଝୁଲିବା ବାହାନା...
ମୁଁ ବି ଠାରେ ସ୍ବପ୍ନ ଦେଖି ପକାଏ ଖୁବ୍ ଗୋଟାଏ ବଡ଼ ସଭାରେ ମୋ ବେକରେ ଉତ୍ତରୀୟ ପକା ଯାଉଚି । ହାତକୁ ବ୍ରୋଞ୍ଚଏ ମୋ କୃତୀ ଲିଖିତ ବଡ଼...
ଇଞ୍ଜିନିୟର ଭଦ୍ରଲୋକ ପ୍ରୌଢ଼ ବୟସରେ ଦୁଇଟି କନ୍ୟା ସନ୍ତାନର ଜନନୀ ନିଜ ସରସ୍ବତୀଙ୍କୁ ଛାଡି ଯେଉଁ ଷ୍ଟେନୋ ଭଦ୍ର ମହିଳାଙ୍କୁ ବାହା ହୋଇ ପଡିଲେ । ସେ ଦେଖିବାକୁ କେମିତି...
ନିଦରୁ ଉଠି ସାରା ସଂସାର ଜାଗିବ । ଯାହା ସ୍ୱାଭାବିକ, ସଚରାଚରେ ତାହା ହିଁ ହେଉଥିବ ମଣିଷ ସେ ସବୁକୁ ମାନି ନେଉଥିବ । କିନ୍ତୁ ଆମ ପରିବାର !
ସୁପର୍ଣ୍ଣା ଉଠି ଠିଆ ହେଲା । ଯତ୍ନ ସହକାରେ ହ୍ୟାଣ୍ଡ୍ ବ୍ୟାଗ୍ ଟା କାନ୍ଧରେ ଝୁଲାଇଲା । ନିଜ ମୁହଁରେ ହସର ଏକ ଆଲୋଡନ ସୃଷ୍ଟି କଲା ।
ପାଲ ଫାଙ୍କରେ ମୁହଁଟି ଲେଖା ଆଖିରେ ଆଖିରେ ଇଙ୍ଗିତ କରୁଛନ୍ତି -ଯା -ମାଡିଯା । ତୁ' ପରା ଆମର ନେତା ହରି ଅପ୍ -ଶିବୁନ ହରି ଅପ୍ । ବ୍ରାଭୋ...
ଆପଣଙ୍କ ମତାମତ