ସେ ମୋର “ଡାଏମଣ୍ଡ” । କୋଇଲାରୁ ତ ଡାଏମଣ୍ଡ ବାହାରେ ନା । ଦେଖିବୁ, ସେ ମୋର ନାଁ ରଖିବ ।
ହଁ । ଆଜି ତୁମ ହସ ଖୁବ୍ ମିଠା ଲାଗୁଛି, ଠିକ୍ ତୁମ ଭଳି । ଫୋନ୍ରେ ତୁମେ ଏତେ ଭଲ ଲାଗୁଛ, ଆଉ ବାସ୍ତବରେ କେତେ ଭଲ ନ...
ପାଞ୍ଚଟା କୋପେକ୍... ତାହେଲେ ମୁଁ ରାଜି”, ମଥା ରାମ୍ପି ରାମ୍ପି ଯୁବକ ଜଣକ କହିଲା । କିନ୍ତୁ କୁଆଡ଼େନ ଯିବା ପାଇଁ କୁହାଯାଇଛି...ଯଦି ସ୍ୟୋମା ଏଠି ରହିବାକୁ ରାଜି ହୁଏ,...
ଏ ସଂପର୍କର ସୂକ୍ଷ୍ମ ରଜ୍ଜୁଟି ଛିଣ୍ଡିନଯାଉ କିମ୍ବା ମୋ ମନତଳେ ଆପଣଙ୍କ ପ୍ରତି ଘୃଣା ସୃଷ୍ଟି ନହେଉ ସେଥିପାଇଁ ମୁଁ ମେଳାକୁ ଆଉ ଆସିବିନି ।
ପରେ ଯାହା ଦେଖିଲି ମୋ ନିଜକୁ ସମ୍ଭାଳି ପାରିଲିନି ନିଜ ହାତ କାଟି ବାଥରୁମ୍ରେ ଆତ୍ମହତ୍ୟା କରିଦେଇଛି ସୋନି
କିଛି ମଣିଷଙ୍କ ମଣିଷ ହେବାର ଯୋଗ୍ୟତା ନଥାଏ । ପଶୁ କି ପକ୍ଷୀ ହେବାର ବି ନଥାଏ ..!! ନଥାଏ ବି କୀଟ ହେଇ ଜନ୍ମ ନେବାର । ଏମାନଙ୍କୁ...
ଦୁଇମାସ ପରେ ଖବର ପାଇଲି ..ସେ ଧର୍ମ ପରିବର୍ତ୍ତନ କରି 'ନନ୍' ହୋଇଯାଇଥିଲା
ଇଏ ଆମର ଭାରି ପାରଂଗମ । ସ୍କୁଟି ଟା ନେଇ ହେଇ ଗଲେ ତ, ମଟନ୍ ନେଇ ପଳାଇ ଆସିଲେ । ଯାହା କୁହ ରବିବାର ମଟନ୍ ନ ହେଲେ...
ସଦାକୁ ପୁଲିସ୍ରେ ଦିଆ ନଯାଇ, ଭଲକରି ଉତ୍ତମ ମଧ୍ୟମ ଦେଇ, ସାତ ବେଣ୍ଟିଆ ଲଣ୍ତାକରି, ମୁଣ୍ତରେ ଚୁନ କଳା ବୋଳି, ବେକରେ ଛିଡା ଯୋତାମାଳ ପକାଇ ସାରା ପଞ୍ଚାୟତର ଦଶଖଣ୍ତ...
ସତେ ଅବା ଜେଜେଙ୍କ ନିର୍ଦ୍ଦେଶରେ ମାଙ୍କଡ଼ ଟି ଶୁଭମ୍ ର ବାଟ ଚାହିଁ ବସି ରହିଛି ଆଉ ଏକ ଅପରାହ୍ନକୁ
ଆପଣଙ୍କ ମତାମତ