ଦୁଇମାସ ପରେ ଖବର ପାଇଲି ..ସେ ଧର୍ମ ପରିବର୍ତ୍ତନ କରି 'ନନ୍' ହୋଇଯାଇଥିଲା
ଇଏ ଆମର ଭାରି ପାରଂଗମ । ସ୍କୁଟି ଟା ନେଇ ହେଇ ଗଲେ ତ, ମଟନ୍ ନେଇ ପଳାଇ ଆସିଲେ । ଯାହା କୁହ ରବିବାର ମଟନ୍ ନ ହେଲେ...
ସଦାକୁ ପୁଲିସ୍ରେ ଦିଆ ନଯାଇ, ଭଲକରି ଉତ୍ତମ ମଧ୍ୟମ ଦେଇ, ସାତ ବେଣ୍ଟିଆ ଲଣ୍ତାକରି, ମୁଣ୍ତରେ ଚୁନ କଳା ବୋଳି, ବେକରେ ଛିଡା ଯୋତାମାଳ ପକାଇ ସାରା ପଞ୍ଚାୟତର ଦଶଖଣ୍ତ...
ସତେ ଅବା ଜେଜେଙ୍କ ନିର୍ଦ୍ଦେଶରେ ମାଙ୍କଡ଼ ଟି ଶୁଭମ୍ ର ବାଟ ଚାହିଁ ବସି ରହିଛି ଆଉ ଏକ ଅପରାହ୍ନକୁ
ତାଙ୍କ ଭିତରେ ଭରି ଯାଇଥିଲା ଅନେକ ବ୍ୟସ୍ତତା । ସେ ବାରମ୍ବାର ଫେରି ଯାଉଥିଲେ ବାରଣ୍ଡାକୁ ।
ବିନା କୌଣସି ପ୍ରମାଣରେ ଏଭଳି ସଙ୍ଗିନ ଆରୋପ ଏକ ଅକ୍ଷମଣୀୟ ଅପରାଧ ।
ଯାହା ହଉ ମା ଝିଅ ପାରି ହେଇଗଲେ । ଆଉ ଡର ନାହିଁ ।
ସେଇଠି ବିଡି ପିଇ ଛିଣ୍ଡା କନ୍ଥା ପାରି ଡିବିରି ଆଲୁଅରେ ତାସ୍ ଖେଳି ଥକି ଥାକି ଶୋଇ ଯାଉଥିଲୁ ।
କାହିଁ ଛୁଆଟା ତ ପାଟି ଖୋଲୁନି । ମୀନା ପାଗଳୀ ପରି ହାତ ବୁଲେଇ ଆଣିଲା ଛୁଆ ଦେହରେ ।
କାଲୁ ବିହାରୀର ସ୍ୱଭାବ ଅତି ଶାନ୍ତ ଏବଂ ସରଳ । କଥାବାର୍ତ୍ତା ମଧ୍ୟ ଅତି ସୁନ୍ଦର । ମୋଟ ଉପରେ କାଲୁ ଅତ୍ୟନ୍ତ ମେଳାପୀ ।
ଆପଣଙ୍କ ମତାମତ